/odishatv-khabar/media/media_files/2026/02/12/ban-2026-02-12-19-08-30.jpg)
Ban Photograph: (OTV)
କଟକରେ ଲେଜର୍ ଲାଇଟ୍ ବ୍ୟାନ୍ । ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଏହାସହିତ ରାତି ୧୦ଟା ପରେ ରୋଷଣୀ ମନା ହୋଇଛି । ରୋଷଣୀ ଆଦିରେ ଡିଜେ ବ୍ୟବହାରରେ ମଧ୍ୟ କଟକଣା ଲଗାଇଛନ୍ତି ହାଇକୋର୍ଟ ।
Advertisment
ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ମନା । ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ମାମଲାର ଶୁଣାଣିକୁ ନେଇ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ।
କଟକରେ ଲେଜର୍ ଲାଇଟ୍ ବ୍ୟାନ୍
ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ମନା
ରାତି ୧୦ଟା ପରେ ରୋଷଣୀ ମନା
କଟକଣା ଲଗାଇଲେ ହାଇକୋର୍ଟ
ନିର୍ଦ୍ଦେଶ ପାଳନ ପାଇଁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)