Advertisment

Family’s Wait Continues: ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବେ ମା’ ଓ ମାମୁ, ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ ସାର୍ଥକଙ୍କୁ ନେଇଥିବା ଜାହାଜ

କାଲି ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁ । ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ । ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ ।

author-image
Tapan Swain
Sarthak Mohapatra

Sarthak Mohapatra Photograph: (OTV)

ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ । କାଲି ସିଙ୍ଗାପୁର ଗସ୍ତ କରିବେ ସାର୍ଥକଙ୍କ ମାଆ ରଶ୍ମିତା ଓ ମାମୁ । ସାର୍ଥକ ନେଇଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ । ଏହାପରେ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ପୁଅକୁ ଖୋଜିବେ ।

Advertisment

ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ । ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ । 
ମରିସସ୍ ନିକଟରେ ଗଭୀର ସମୁଦ୍ରରୁ ନିଖୋଜ ପରେ ସାର୍ଥକଙ୍କ ମିଳୁନି ପତ୍ତା। ମଝି ସମୁଦ୍ରରେ ରହସ୍ୟମୟ ଭାବେ ମର୍ଚାଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର ଗାୟବ ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଗଲାଣି।

ସାର୍ଥକଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁ

ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଯିବେ ମା’ ଓ ମାମୁ
ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବେ ମା’ ଓ ମାମୁ
କାଲି ସିଙ୍ଗାପୁର ଗସ୍ତ କରିବେ ମା’ ରଶ୍ମିତା ଓ ମାମୁ
୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ ସାର୍ଥକଙ୍କୁ ନେଇଥିବା ଜାହାଜ
ମା’ ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ଖୋଜିବେ
ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ
ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ

Advertisment
Sarthak Mahapatra Missing
Advertisment
Related Articles
Advertisment