/odishatv-khabar/media/media_files/2025/10/30/ganja-smuggling-2025-10-30-08-50-35.jpg)
Ganja Smuggling Photograph: (OTV)
ଗାଡ଼ି ଆଗରେ ଲେଖାଥିଲା international human rights member। କିନ୍ତୁ ଗାଡ଼ି ଭିତରେ ଭର୍ତି ଗଞ୍ଜେଇ। ସନ୍ଦେହ କରି ଗୋଡେଇ ଗୋଡେଇ ଧରିଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ତଥା NCB। ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରୁ ଏକ ବିଳାସପୂର୍ଣ୍ଣ ଗାଡ଼ିକୁ ଭୁବନେଶ୍ବର NCB ଜବତ କରିଛି। ପାଖାପାଖି ୫୦ କିଲୋମିଟର ଯାଏଁ ଚାଲିଥିଲା ଗୋଡ଼ା ଗୋଡ଼ି।
ଏହା ପରେ ଗଞ୍ଜେଇ ଗାଡିକୁ ଧରିଛି NCB। ତେବେ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଖସିଯାଇଛି। କାର ଭିତରୁ ଜବତ ହୋଇଛି ୧୭୧ କେଜିର ଗଞ୍ଜେଇ। ତାସହ ତଦନ୍ତ ଜାରି ରଖିଛି ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ।
Advertisment
Advertisment


Related Articles
Lingaraj Temple: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ
POSTED

IMD’s landfall misjudgment sparks debate: ଆଇଏମଡିର ଲ୍ୟାଣ୍ଡଫଲ୍ ପଏଣ୍ଟ ଆକଳନ ଗଡ଼ବଡ଼, କାରଣ ବତାଇଲେ ପାଣିପାଗ ବିଜ୍ଞାନୀ
POSTED

Police SI recruitment scam: କାହିଁକି ଆଗୋଉନି ପୋଲିସ୍ SI ନିଯୁକ୍ତି ସ୍କାମ୍ ଖୋଳତାଡ଼ ? ତଦନ୍ତ ଅଟକିବାକୁ ନେଇ ଅସନ୍ତୋଷ ଝାଡ଼ିଲେ ଚାକିରି ଆଶାୟୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)