/odishatv-khabar/media/media_files/2025/10/30/lingaraj-2025-10-30-08-16-36.jpg)
LINGARAJ Photograph: (OTV)
ପୁଣି ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ। ସମର୍ଥା ନିଯୋଗ ସେବାୟତ ଲିଙ୍ଗରାଜଙ୍କ ସେବା ବନ୍ଦ କରିଛନ୍ତି । ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ବାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ସମର୍ଥା ସେବାୟତଙ୍କ ଏକ ପରିବାରର କେହି ନଥିବାରୁ ଠାକୁରଙ୍କ ସେବାପୂଜାକୁ ଆସିନଥିଲେ।
ହେଲେ ଅନ୍ୟ ସମର୍ଥା ସେବାୟତ କେହି ପୂଜାନୀତି ପାଇଁ ଆସିନଥିଲେ। ଏହି ବିବାଦର ସମାଧାନ ହୋଇପାରିନଥିବାରୁ ଠାକୁରଙ୍କ ନୀତି ବନ୍ଦ ରହିଛି । ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖାଡା ଉପାସରେ ଅଛନ୍ତି । ଯାହାଦ୍ବାରା ହଜାର ହଜାର ହବିଷିଆଳି ମହାପ୍ରଭୁଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ଅଛନ୍ତି ।
Advertisment
Advertisment


Related Articles
Cyclone Montha: ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ‘ମୋନ୍ଥା’ର କୋପ: କେଉଁଠି ଧସିଲା ପାହାଡ଼, କେଉଁଠି ଭାଙ୍ଗିଲା ଘରଦ୍ବାର
POSTED

IMD’s landfall misjudgment sparks debate: ଆଇଏମଡିର ଲ୍ୟାଣ୍ଡଫଲ୍ ପଏଣ୍ଟ ଆକଳନ ଗଡ଼ବଡ଼, କାରଣ ବତାଇଲେ ପାଣିପାଗ ବିଜ୍ଞାନୀ
POSTED

Nuapada bypoll heats up:ନୂଆପଡ଼ାରେ ଜୟଙ୍କ ପାଇଁ ଭୋଟ ମାଗୁଛନ୍ତି ମାଆ ଓ ପତ୍ନୀ, ସ୍ନେହାଙ୍ଗିନୀଙ୍କୁ ସାହା ତୁଙ୍ଗନେତା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)