Advertisment

Flying Kite String Turns Deadly Again: ଅଳ୍ପକେ ବଞ୍ଚିଗଲେ ବାଇକ୍ ଆରୋହୀ, ବଡ଼ଦାଣ୍ଡରେ ପୁଣି ମାଞ୍ଜା ସୂତା ଗୁଡ଼ି ଆତଙ୍କ

ମାଞ୍ଜା ସୂତା ଲାଗିଯିବାରୁ ଭାରସାମ୍ୟ ହରାଇ ଗାଡିରୁ ଖସିପଡ଼ିଲେ। ସେଠାରେ ଥିବା ଲୋକ ତାଙ୍କୁ ଉଠାଇଥିଲେ। ବଡଦାଣ୍ଡରେ ଏଭଳି ମାଞ୍ଜା ସୂତାରେ ଗୁଡି ଉଡିବାରୁ ରାସ୍ତାରେ ଯାଉଥିବା ଭକ୍ତ ହଇରାଣ ହେଉଛନ୍ତି।

author-image
Tapan Swain
PURI_BADADANDA

PURI_BADADANDA Photograph: (OTV)

ପୁରୀ ବଡ଼ଦାଣ୍ଡରେ ପୁଣି ମାଞ୍ଜା ସୂତା ଗୁଡ଼ି ଆତଙ୍କ। ଅଳ୍ପକେ ଜୀବନ ରକ୍ଷା ପାଇଲେ ବାଇକ୍ ଆରୋହୀ। ମାଞ୍ଜା ସୂତା ଲାଗିଯିବାରୁ ଭାରସାମ୍ୟ ହରାଇ ଗାଡିରୁ ଖସିପଡ଼ିଲେ। ସେଠାରେ ଥିବା ଲୋକ ତାଙ୍କୁ ଉଠାଇଥିଲେ।

Advertisment

ପୁରୀ ବଡଦାଣ୍ଡରେ ବାରମ୍ବାର ଏଭଳି ମାଞ୍ଜା ସୂତାରେ ଗୁଡି ଉଡିବାରୁ ରାସ୍ତାରେ ଯାଉଥିବା ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା କଲବଲ ହେଉଛନ୍ତି। ପୁରୀ ପୋଲିସ ପକ୍ଷରୁ ବାରମ୍ବାର ଏନେଇ କଟକଣା ହୋଇଥିବା ବେଳେ କିଛି ଅମାନିଆ ଏଭଳି ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି। ନିକଟରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ନଟେଇ, ମାଞ୍ଜା ସୂତା ଜବତ କରାଯାଇଥିଲା। 

 ପୁରୀ ବଡ଼ଦାଣ୍ଡରେ ପୁଣି ମାଞ୍ଜା ସୂତା ଗୁଡ଼ି ଆତଙ୍କ

ଅଳ୍ପକେ ଜୀବନ ରକ୍ଷା ପାଇଲେ ବାଇକ୍ ଆରୋହୀ
ମାଞ୍ଜା ସୂତା ଲାଗିବାରୁ ଭାରସାମ୍ୟ ହରାଇ ଗାଡିରୁ ଖସିପଡ଼ିଲେ
କଡ଼ା କଟକଣା ସତ୍ତ୍ବେ ବଡ଼ଦାଣ୍ଡରେ ମାଞ୍ଜା ସୂତାରେ ଉଡୁଛି ଗୁଡ଼ି

Advertisment

Deadly Manja Kite Flying
Advertisment
Related Articles
Advertisment