Advertisment

Missing Businessman Case: କୁଆଡ଼େ ଗଲେ ପ୍ରେମିକ: ସତ ଓଗାଳିବେ ପ୍ରେମିକା?

ପ୍ରେମିକ ନିଖୋଜ ଘଟଣାରେ ପ୍ରେମିକା ଗିରଫ। ୭ ବର୍ଷ ହେଲା ନିଖୋଜ ପ୍ରେମିକ ବଳରାମ ସାହାଣି। ପ୍ରେମିକାକୁ ରିମାଣ୍ଡରେ ନେଇ ସତ ଖୋଜୁଛି ପୋଲିସ। ଗଞ୍ଜାମରୁ ଗର୍ଲଫ୍ରେଣ୍ଡକୁ ଗିରଫ କରିଛି ପୋଲିସ।

author-image
Chinmayee Sahoo
Girlfriend Arrested

Girlfriend Arrested Photograph: (OTV)

ପ୍ରେମିକ ନିଖୋଜ ଘଟଣାରେ ବନ୍ଧାହେଲା ପ୍ରେମିକା। ୭ ବର୍ଷ ହେଲା ନିଖୋଜ ଅଛନ୍ତି ବ୍ୟବସାୟୀ ବଳରାମ ସାହାଣି। ପ୍ରେମିକକୁ ଅପହରଣ ଅଭିଯୋଗରେ ଗିରଫ ହୋଇଛି ପ୍ରେମିକା। ତେବେ ୨୦୧୯ ମସିହା ବ୍ୟବସାୟୀ ବଳରାମ ସାହାଣି ଅପହରଣ ମାମଲାରେ ଗଲଫ୍ରେଣ୍ଡ ରଶ୍ମିତା ସ୍ବାଇଁଙ୍କୁ ରିମାଣ୍ଡରେ ନେଇଛି ଚନ୍ଦକା ଥାନା ପୋଲିସ। 

Advertisment

ପନ୍ଦର ଦିନ ତଳୁ ଗଞ୍ଜାମରୁ ଗର୍ଲଫ୍ରେଣ୍ଡକୁ ଗିରଫ କରିଥିବା ବେଳେ ଏବେ ଦୁଇଦିନିଆ ରିମାଣ୍ଡରେ ନେଇ ୭ ବର୍ଷ ତଳର ସତ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ। ଏବେବି ନିଖୋଜ ବ୍ୟବସାୟୀଙ୍କର କୌଣସି ପତା ମିଳି ନଥିବା ବେଳେ ପ୍ରେମିକ କେଉଁଠି ଅଛି କାହିଁକି ପ୍ରେମିକା ଏପରି କଲା ପୋଲିସ ତାର ତଦନ୍ତ କରୁଛି ।

କୁଆଡ଼େ ଗଲେ ପ୍ରେମିକ: ଓଗାଳିବେ ପ୍ରେମିକା?
ପ୍ରେମିକ ନିଖୋଜ ଘଟଣାରେ ପ୍ରେମିକା ଗିରଫ
୭ ବର୍ଷ ହେଲା ନିଖୋଜ ପ୍ରେମିକ ବଳରାମ ସାହାଣି
ପ୍ରେମିକା ରଶ୍ମିତା ସ୍ବାଇଁକୁ ରିମାଣ୍ଡରେ ନେଇ ସତ ଖୋଜୁଛି ପୋଲିସ
ଗଞ୍ଜାମରୁ ଗର୍ଲଫ୍ରେଣ୍ଡକୁ ଗିରଫ କରିଛି ପୋଲିସ୍ 
୭ ବର୍ଷ ତଳର ସତ ଖୋଜା

Advertisment
Bhubaneswar
Advertisment
Related Articles
Advertisment