Advertisment

Odisha Sports Journalists Association: ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନର ନବମ ବାର୍ଷିକ ଉତ୍ସବ, କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ ପ୍ରଦାନ

ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

author-image
Chinmayee Sahoo
Honours Achievers

Honours Achievers Photograph: (OTV)

ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ହକି ଇଣ୍ଡିଆ ସଭାପତି ଦ୍ଲିଲୀପ ତିର୍କି ଯୋଗ ଦେଇଥିଲେ। 

Advertisment

ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡା ପ୍ରସାର କ୍ଷେତ୍ରରେ ଏମଜିଏମ ଗ୍ରୁପର ଉତ୍ତମ ନାୟକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, କାଳୁ ଚରଣ ଚୌଧୁରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଲାଇଭ୍ ଟାଇମ ଆଚିିଭମେଣ୍ଟ ଆୱାର୍ଡ଼ ଏବଂ ଶ୍ରେଷ୍ଠ କ୍ରୀଡାବିତ ଭାବେ ପ୍ରୀତିସ୍ମିତା ଭୋଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନର ନବମ ବାର୍ଷିକ ଉତ୍ସବ
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ପ୍ରଦାନ
୩ ଜଣଙ୍କୁ ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍ ପୁରସ୍କାର

Advertisment
Suryabanshi Suraj
Advertisment
Related Articles
Advertisment