Advertisment

Manipal Hospital Achieves New Milestone: ଲିଭର ଟ୍ରାନ୍ସପ୍ଲାଣ୍ଟରେ ନୂଆ ମାଇଲଷ୍ଟୋନ୍ ହାସଲ କଲା ମଣିପାଲ୍ ହସ୍ପିଟାଲ

ଲିଭର ଟ୍ରାନ୍ସପ୍ଲାଣ୍ଟରେ ନୂତନ ମାଇଲଷ୍ଟୋନ୍ ହାସଲ କରିଛି ଭୁବନେଶ୍ୱର ମଣିପାଲ୍ ହସ୍ପିଟାଲ। ଏନେଇ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍‌ମିଟ୍ ଆୟୋଜିତ ହୋଇଥିଲା।

author-image
Chinmayee Sahoo
Manipal Hospital

Manipal Hospital Photograph: (OTV)

ଲିଭର ଟ୍ରାନ୍ସପ୍ଲାଣ୍ଟରେ ନୂତନ ମାଇଲଷ୍ଟୋନ୍ ହାସଲ କରିଛି ଭୁବନେଶ୍ୱର ମଣିପାଲ୍ ହସ୍ପିଟାଲ। ଏନେଇ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍‌ମିଟ୍ ଆୟୋଜିତ ହୋଇଥିଲା। ଯେଉଁଥିରେ କ୍ଲିନିକାଲ୍ ଅନୁଭବ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ବିଷୟରେ ତମାମ ଆଲୋଚନା କରାଯାଇଥିଲା। ଏଥିସହ ବଢୁଥିବା ଲିଭର ଜନିତ ରୋଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଉପସ୍ଥିତ ଡାକ୍ତରମାନେ। 

Advertisment

କାରଣ ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ପ୍ରାୟ ପ୍ରତ୍ୟେକ ତିନି ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଫ୍ୟାଟିଲିଭର ରୋଗରେ ପୀଡ଼ିତ ହୋଇପାରନ୍ତି ଏବଂ ପ୍ରତି ଛଅ ଜଣ ମଧ୍ୟରୁ ଗୋଟିଏବ୍ୟକ୍ତିଙ୍କୁ ଲିଭର ଜନିତ ଗୁରୁତର ରୋଗ ହେବାର ଆଶଙ୍କା ରହେ, ଯାହାପରେ ଲିଭର ସିରୋସିସକୁ ଅଗ୍ରସର ହୋଇପାରେ। ଏହି କାର୍ଯ୍ୟକ୍ରମରେ ଡାକ୍ତରମାନେ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀମାନେ ଏକାଠି ହୋଇ ନିଜ ଅନୁଭୁତି ସେୟାର କରିଥିଲେ।

Manipal Hospital
Advertisment
Related Articles
Advertisment