Advertisment

IT Raid on Utkal Builders: ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା , ରେଡ୍ ବେଳେ ନଗଦ ଅଢ଼େଇ କୋଟି ଜବତ ସୂଚନା

ରାଜଧାନୀରେ ସକାଳୁ ସକାଳୁ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ମାରଥନ୍ ଜେରା । ଚତୁର୍ଥ ଦିନରେ ଆଜି IT ରେଡ୍ କରିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଅଢ଼େଇ କୋଟି ଜବତ କରାଯାଇଛି।

author-image
Manas Ranjan Mohanty
IT_RAID

IT_RAID Photograph: (OTV)

ରାଜଧାନୀରେ ସକାଳୁ ସକାଳୁ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ମାରଥନ୍ ଜେରା । ଚତୁର୍ଥ ଦିନରେ ଆଜି IT ରେଡ୍ କରିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଅଢ଼େଇ କୋଟି ଜବତ କରାଯାଇଛି। ନିର୍ଦ୍ଦେଶକ ରାକେଶ ଭୁରା, ଅଞ୍ଜନାଦେବୀ ଭୁରା, ସନ୍ଦୀପ କୁମାର ବେଦ ଓ ଅମିତ ବେଦଙ୍କୁ ଜେରା କରାଯାଇଛି । ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି IT ଟିମ୍ । 

Advertisment

ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା
ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ IT ରେଡ୍ ଜାରି
ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର
ରେଡ୍ ବେଳେ ନଗଦ ଅଢ଼େଇ କୋଟି ଜବତ ସୂଚନା
୪ ନିର୍ଦ୍ଦେଶକଙ୍କୁ ସକାଳୁ ଚାଲିଛି ମାରାଥନ୍ ଜେରା
ରାକେଶ ଭୁରା ଓ ଅଞ୍ଜନା ଦେବୀ ଭୁରାଙ୍କୁ ଜେରା
ସନ୍ଦୀପ କୁମାର ବେଦ ଓ ଅମିତ ବେଦଙ୍କୁ ବି ଜେରା
ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି IT ଟିମ୍

Advertisment
Related Articles
Advertisment