/odishatv-khabar/media/media_files/2026/03/09/income-tax-raid-2026-03-09-11-14-21.jpg)
Income Tax Raid Photograph: (OTV)
କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଆୟକର ରେଡ। ୨୪ ଘଣ୍ଟାର ରେଡ୍ ପରେ ୫୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ପ୍ରମାଣ ପାଇଲା ଆୟକର ବିଭାଗ। ଚନ୍ଦ୍ରଶେଖରପୁରରେ ଥିବା Emabassy Bar and Sky lounge ବାର୍ଷିକ ୨୫ କୋଟି କାରବାର କରୁଥିବା ବେଳେ ୮୦ ପ୍ରତିଶତ ଟିକସ ଫାଙ୍କିଥିବା ନେଇ ପ୍ରମାଣ ମିଳିଛି।
Advertisment
ସେହିପରି maysore express ଓ Tandooriwala ରେଷ୍ଟୁରାଣ୍ଟ ଉପରେ ମଧ୍ୟ ଚଢାଉ କରିଥିଲା ଆୟକର ବିଭାଗ। ଆୟକର ବିଭାଗର ୧୫ଟି ଟିମ୍ କଟକ, ଭୁବନେଶ୍ବର, ପୁରୀର ୬ଟି ସ୍ଥାନରେ ଚଢାଉ କରିଥିଲା। ରେଷ୍ଟୁରାଣ୍ଟ ମାଲିକଙ୍କ ଘରେ ମଧ୍ୟ ଚଢାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଆୟକର ବିଭାଗ ଅଫିସରେ ହାଜର ହେବା ପାଇଁ ନୋଟିସ କରିଛି।
Advertisment



Related Articles
Tax Fraud: ରାଜଧାନୀରେ ବଡ଼ ରେଡ଼, ‘ପେଟପୂଜା’ ଲୁଟିନେଲା କୋଟି କୋଟି ଟଙ୍କା
POSTED

War Tension: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ, ବଢ଼ିଲା ଖାଇବା ତେଲ ଦର
POSTED

First Time Father Nervous To Hold His Baby: ପ୍ରଥମ ଥର ନବଜାତ ଶିଶୁକୁ ଧରିବାବେଳେ ବାପାଙ୍କ ଭୟ; ଭିଡିଓ ଭାଇରାଲ୍
POSTED

CYBER FRAUD: ବନ୍ଧାହେଲେ ୪୨୦ ମାମୁ-ଭାଣିଜୀ, ଲୁଟୁଥିଲେ କୋଟି କୋଟି ଟଙ୍କା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)