Advertisment

Nipah virus : ନିପା ଭାଇରସ୍‌କୁ ନେଇ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.....

ନିପା ଭାଇରସ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। 'ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି।

author-image
Satyajeet Sahoo
live21

ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ, ଓଡିଶାରେ ଛନକା। ଲୋକସଭା ଭବନରେ ‘ନିପା’ଭାଇରସକୁ ନେଇ ବଡ଼ ବୈଠକ ଅନୁଷ୍ଠିତ ହୋଇଛି।  ବୈଠକରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ।

Advertisment

‘ନିପା’ଭାଇରସ ପଶ୍ଚିମବଙ୍ଗ ରେ ଚିହ୍ନଟ ହେବା ପରେ ରାଜ୍ୟରେ ସରଭିଲାନ୍ସ ଜାରି କରାଯାଇଛି। ଏନେଇ ଏକ ଟେକନିକାଲ କମିଟି ଗଠନ କରାଯାଇ ଆଲୋଚନା ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ପଶ୍ଚିମବଙ୍ଗର ସୀମାବର୍ତ୍ତି ଜିଲ୍ଲା ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯଦି ଏଭଳି କେସ୍ ଆସେ ସରକାରଙ୍କ ପକ୍ଷରୁ କିଭକି ଏହାର ମୁକାବିଲା କରାଯାଇ ପାରିବ ସେଥିପାଇଁ ଆମ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି। 

Odisha Nipah Virus nipah virus scare
Advertisment
Related Articles
Advertisment