/odishatv-khabar/media/media_files/2026/02/12/bharat-bandh-2026-02-12-09-40-39.jpg)
Bharat Bandh Photograph: (OTV)
ବନ୍ଦ ବେଳେ ଫସିଲେ ‘ବର’। ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ କରିବାକୁ ଆସିଥିଲେ ଅବଦ୍ଦୁଲ ଫାଇମ୍ ଖାନ୍। ହେଲେ ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ଅଟକାଇଥିଲେ। ବେଶ୍ ସମୟ ଯାଏଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା।
Advertisment
ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଇଛି। ଆଜି ସକାଳୁ କିଛି ଘଣ୍ଟା ଧରି ଭୁବନେଶ୍ବର ଜୟଦେବ ବିହାର ପ୍ରବଳ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ। ଏନଏଚ୍ ୧୬କୁ ବନ୍ଦ କରି ବିକ୍ଷୋଭ କରିଥିଲେ। ବନ୍ଦ ଯୋଗୁଁ କିଛି କିଛି ସ୍ଥାନରେ ଗାଡ଼ି ଚଳାଚଳ ଉପରେ ପ୍ରଭାବ ଦେଖିବାକୁ ମିଳିଛି।
Advertisment



Related Articles
Protesters Storm Mall During Bharat Bandh: ବନ୍ଦ...ବିକ୍ଷୋଭ...ଧାରଣା; ଜନଜୀବନ ପ୍ରଭାବିତ, ମଲ୍ ଖାଲି କଲେ ବିକ୍ଷୋଭକାରୀ
POSTED

Encounter: କିନ୍ନର ହତ୍ୟାକାରୀକୁ ଏନକାଉଣ୍ଟର, ଅଭ୍ୟାସଗତ ଅପରାଧି ଥିଲା ଅଭିଯୁକ୍ତ
POSTED

Youth Killed as Container Hits Bike: ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା; ବାଇକକୁ ଧକ୍କା ଦେଇ ଜଳିଗଲା କଣ୍ଟେନର
POSTED

Bharat Bandh Today: ଭାରତ ବନ୍ଦ; ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)