/odishatv-khabar/media/media_files/2026/02/13/elephant-2026-02-13-11-33-43.jpg)
Elephant Photograph: (OTV)
ହାତୀଙ୍କ ପାଇଁ ଅଟକିଲା ଟ୍ରେନ୍। ହାତୀ ରେଳ ଧାରଣା ପାର ହେଉଥିବାରୁ ଟ୍ରେନକୁ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ଦିଆଗଲା । ଦକ୍ଷିଣ ପୂର୍ବ ରେଳ ପଥର ନାମ୍ବିରାଠାରେ ୪ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍ ପାର ହେଉଥିବା ଦେଖିବାକୁ ମିଳିଛି।
Advertisment
ତେବେ ହାତୀ ଆସୁଥିବାରୁ ଆଗୁଆ ସୂଚନା ପାଇ ସେହି ଟ୍ରାକରେ ବାଂଶପାଣି ଆସୁଥିବା ମାଲବାହୀ ଟ୍ରେନକୁ ୨୦୦ ମିଟର ପୂର୍ବରୁ ଅଟକାଯାଇଥିଲା । ଫଳରେ ହାତୀମାନେ ସୁରକ୍ଷିତ ଭାବେ ରେଳ ଧାରଣା ପାରି ହୋଇଥିଲେ । ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ରହିଥିବା ସୂଚନା ମିଳିଛି। ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହିତ ସତର୍କ ରହିଛି ବନ ବିଭାଗ ।
Advertisment



Related Articles
Odia veteran singer Geeta Patnaik critical: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ
POSTED

Former Union Minister Kanhu Charan Lenka Demise: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
POSTED

Haladiapadar ROB: ନକ୍ସା କାରସାଦିର କାରଣ ଖୋଜା; କାହା ଭୁଲ୍ ପାଇଁ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ?
POSTED

Draft Proposal Issued for 2 New NACs: ୨ ନୂଆ NACର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ଚିଠା ପ୍ରସ୍ତାବ, ରହିବ ୧୪ ଲେଖାଏଁ ୱାର୍ଡ଼
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)