/odishatv-khabar/media/media_files/2026/03/08/subhadra-yojana-2026-03-08-09-39-37.jpg)
Subhadra Yojana Photograph: (OTV)
ଆଜି ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଡିବିଟି ମାଧ୍ୟମରେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ତାଳବଣିଆରେ ସୁଭଦ୍ରା ସମାବେଶରେ ଯୋଗଦେଇ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ।
Advertisment
ସବୁଠୁ ବଡ଼ କଥା ହେଉଛି ଏଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ଯେଉଁମାନଙ୍କୁ ୨୧ ବର୍ଷ ହେବ ସେମାନେ ତାଲିକାରେ ସାମିଲ ହେବେ, ୬୦ ଟପିଲେ ସୁଭଦ୍ରାରୁ ନାଁ କଟି ସିଧା ପେନସନ୍ ଲିଷ୍ଟକୁ ଯିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Advertisment



Related Articles
India vs New Zealand: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍; କାହା ହାତକୁ ଯିବ ବିଶ୍ୱକପ୍ ଟ୍ରଫି ?
POSTED

Animal Care Tips: ଆପଣଙ୍କ ଗାଈ କିମ୍ବା ମଇଁଷି କମ କ୍ଷୀର ଦେଉଛି କି… ଏମିତି କରନ୍ତୁ, ବାଲ୍ଟି ପୂରିଯିବ
POSTED

T-20 World Cup: ଟି-୨୦ ବିଶ୍ୱକପ୍ରେ ନୂଆ ଇତିହାସ ରଚିବ ଟିମ୍ ଇଣ୍ଡିଆ! ଭାଙ୍ଗିବ କି ପରମ୍ପରା?
POSTED

Daily Horoscope 8th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)