Advertisment

Fishing Trawler: ସମୁଦ୍ରରେ ଫସିଛନ୍ତି ୨୮ ଆନ୍ଧ୍ର ଟ୍ରଲର , ଫେରି ପାରୁନାହାନ୍ତି

ଗଞ୍ଜାମ ଗୋପାଳପୁର ନିକଟରେ ସମୁଦ୍ର ଭିତରେ ଫସିଛନ୍ତି ୨୮ ଟ୍ରଲର। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା କାରଣରୁ ଏହି ଟ୍ରଲରଗୁଡ଼ିକ ଆନ୍ଧ୍ର୍ରପ୍ରଦେଶ ଯାଇ ପାରୁନଥିବା ସୂଚନା ମିଳିଛି।

author-image
Manas Ranjan Mohanty
BRAMHAPUR

BRAMHAPUR Photograph: (OTV)

ଗଞ୍ଜାମ ଗୋପାଳପୁର ନିକଟରେ ସମୁଦ୍ର ଭିତରେ ଫସିଛନ୍ତି ୨୮ ଟ୍ରଲର। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା କାରଣରୁ ଏହି ଟ୍ରଲରଗୁଡ଼ିକ ଆନ୍ଧ୍ର୍ରପ୍ରଦେଶ ଯାଇ ପାରୁନଥିବା ସୂଚନା ମିଳିଛି। ଏପଟେ ଟ୍ରଲର ସହ ଏଥିରେ ଥିବା ମତ୍ସ୍ୟଜୀବୀମାନେ ଫସି ରହିଥିବାରୁ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ସମସ୍ତ ଟ୍ରଲରକୁ କୂଳକୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ଗୋପାଳପୁର ପୋର୍ଟରେ ଲାଗିଥିବା ଏକ ବଡ଼ ଭେସେଲ ସମୁଦ୍ର ଭିତରକୁ ଯାଇଛି। ସମସ୍ତ ୨୮ଟି ଟ୍ରଲରକୁ ଗୋପାଳପୁର ପୋର୍ଟ ମଧ୍ୟକୁ ଅଣାଯିବାକୁ ଉଦ୍ୟମ କରାଯାଉଛି।... 

Advertisment

ଗୋପାଳପୁର ନିକଟ ସମୁଦ୍ରରେ ଫସିଛନ୍ତି ୨୮ ଆନ୍ଧ୍ର ଟ୍ରଲର
ସମୁଦ୍ର ଅଶାନ୍ତ ଥିବାରୁ ଆନ୍ଧ୍ର ଫେରି ପାରୁ ନାହାନ୍ତି ଟ୍ରଲର
ଟ୍ରଲରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ
ଟ୍ରଲରଗୁଡ଼ିକୁ କୂଳକୁ ଆଣିବାକୁ ଉଦ୍ୟମ
ଉଦ୍ୟମ କରୁଛନ୍ତି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ

Advertisment
Related Articles
Advertisment