/odishatv-khabar/media/media_files/2026/01/16/lingaraj-2026-01-16-11-03-00.jpg)
ଥାନାରେ ପହଞ୍ଚିଲା ‘ଲିଙ୍ଗରାଜ’ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ। ବାବା ଲିଙ୍ଗରାଜ ଉପବାସ ରହିବାକୁ ନେଇ ଥାନାରେ ଏତଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା ଦେଲେ ପୁରୁଣା ଭୁବନେଶ୍ବର ବାସିନ୍ଦା ଅମରେନ୍ଦ୍ର ଗରାବଡ଼ୁ।
Advertisment
ଲିଙ୍ଗରାଜ ଥାନାରେ ଏତଲାରେ ସେ ଦର୍ଶାଇଛନ୍ତି ଯେ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା। ‘କ୍ଷୀର ଆଉଟା’ ନୀତିକୁ ନେଇ ଦୁଇ ସେବାୟତ ନିଯୋଗରେ ଥିଲା ବିବାଦ ଥିଲା। ଏଥିପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସେ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି।
ଗତ ଦୁଇ ଦିନ ତଳେ ଅର୍ଥାତ ମକର ସଂକ୍ରାନ୍ତିରେ ଉପବାସରେ ଥିଲେ ବାବା ଲିଙ୍ଗରାଜ। ୟେ ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଅନେକ ଥର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ହୋଇଛି ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି।
Advertisment
Advertisment



Related Articles
Flying Kite String Turns Deadly Again: ଅଳ୍ପକେ ବଞ୍ଚିଗଲେ ବାଇକ୍ ଆରୋହୀ, ବଡ଼ଦାଣ୍ଡରେ ପୁଣି ମାଞ୍ଜା ସୂତା ଗୁଡ଼ି ଆତଙ୍କ
POSTED

ED raid in odisha : ବିଜେଡି ନେତାଙ୍କ ଘରେ ED ରେଡ୍
POSTED

Shocking Wildlife Crime: ବୋମା ଖାଇଥିବା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ
POSTED

Major Excise Raid: ମାଡ଼ି ବସିଲା ଅବକାରୀ ଟିମ୍, ୧୬ ଲକ୍ଷ ଟଙ୍କାର ଧଳାଜହର ଜବତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)