/odishatv-khabar/media/media_files/2026/02/02/accident-2026-02-02-11-49-13.jpg)
Accident Photograph: (OTV)
ବ୍ରିଜ ତଳୁ ଖସିଲା ୧୬ ଚକିଆ ଟ୍ରକ। ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଯମୁନାନାକି ବ୍ରିଜ ଉପରେ ଘଟିଛି ଦୁର୍ଘଟଣା l ବେଦବ୍ୟାସ ଶଙ୍ଖ ନଦୀ ବ୍ରିଜ୍ ତଳକୁ ଖସିଲା ଟ୍ରକ୍। ଘଟଣାସ୍ଥଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ସୂଚନା। ମୃତକ ଟ୍ରକର ଶ୍ରମିକ ଥିବା ଜଣାପଡିଛି।
ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଡିଭାଇଡରକୁ ପିଟିବା ପରେ ପୋଲ ତଳକୁ ଖସିଥିଲା ଟ୍ରକ। ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଟ୍ରକରେ କିଛି ନ ଥିଲା । ଖାଲି ଟ୍ରକ ଯିବା ବେଳେ ଘଟିଛି ଦୁର୍ଘଟଣା । ଏ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।
ବ୍ରିଜ ତଳକୁ ଖସିଲା ଟ୍ରକ
ବେଦବ୍ୟାସ ଶଙ୍ଖ ନଦୀ ବ୍ରିଜ୍ ତଳକୁ ଖସିଲା ଟ୍ରକ୍
ଖଲାସୀ ମୃତ, ଗୁରୁତର ଡ୍ରାଇଭର ଆର୍ ଜିଏଚ୍ ରେ ଭର୍ତ୍ତି
ଡିଭାଇଡରକୁ ପିଟିବା ପରେ ପୋଲ ତଳକୁ ଖସିଲା
ଯମୁନାନାକି ବ୍ରିଜରୁ ଖସିଲା ଟ୍ରକ
ବ୍ରିଜ ଉପରୁ ତଳକୁ ଖସିଲା ୧୬ ଚକିଆ ଟ୍ରକ
ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଘଟଣା
ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର
ଗୁରୁତରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି
ବିଳମ୍ବିତ ରାତିରେ ଘଟିଛି ଏ ଦୁର୍ଘଟଣା
Asks for Water, Pulls Out Gun: ପାଣି ମାଗିବା ବାହାନାରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଡକାୟତି, ବନ୍ଧୁକ ଦେଖାଇ...

Gold–Silver Become Cheaper: ଆହୁରି ଶସ୍ତା ହେଲା ସୁନା-ରୁପା, ଜାଣନ୍ତୁ କେତେ କମିଲା ଦାମ୍

Tensions Escalate as Khamenei Warns America: ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ଚରମ ଚେତାବନୀ, ତୈଳଭଣ୍ଡାରକୁ କବଜା ଉଦ୍ୟମ କଲେ ଆମେରିକାକୁ ବରବାଦ କରିଦେବୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)