Advertisment

Vigilance Raid: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ, ଏକାଧିକ ସ୍ଥାନରେ ଚାଲିଛି ଚଢାଉ

ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ସକାଳ ୬ଟାରୁ ଏକକାଳୀନ ରେଡ କରୁଛି ଭିଜିଲାନ୍ସର ୩ଟି ଟିମ୍।

author-image
Chinmayee Sahoo
Vigilance Rsid

Vigilance Rsid Photograph: (OTV)

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟର ବାବୁ। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଥିବା ଫରେଷ୍ଟର ଭାଗବତ ଭୂଷଣ ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Advertisment

ସକାଳ ୬ ଟାରୁ ଭିଜିଲାନ୍ସର ସ୍ୱତନ୍ଦ୍ର ଟିମ୍ ଦେଉଣ୍ଡି ଗାଁରେ ଥିବା ତାଙ୍କ ପୈତୃକ ବାସଭବନ ସମେତ ଭବାନୀପାଟଣା ଠାରେ ଥିବା ତିନି ମହଲା କୋଠା ଏବଂ ଭଟାଙ୍ଗପଦର୍ ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରିଛି। ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

Vigilance Raid Vigilance Raid In Kalahandi
Advertisment
Related Articles
Advertisment