/odishatv-khabar/media/media_files/2025/10/27/gopalpur_rain-2025-10-27-11-56-44.jpg)
Photograph: (OTV)
ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ଦକ୍ଷିଣ ଓଡ଼ିଶାରେ ବଦଳିଲାଣି ପାଗ । ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଗୋପାଳପୁରଠାରୁ ଏବେ ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ମୋନ୍ଥା।
ସେପଟେ ଗଜପତି ଜିଲ୍ଲାରେ ବି ବର୍ଷା ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ହେଉଛି । ଉଭୟ ଗଞ୍ଜାମ ଓ ଗଜପତିକୁ ଆଜି ପାଇଁ ଅରେଞ୍ଜ ଓ କାଲି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
Advertisment
ଅଧିକ ଦେଖନ୍ତୁ:
• ଓଡ଼ିଶାରେ ପଡ଼ିଲାଣି ବାତ୍ୟା ପ୍ରଭାବ
• ଦକ୍ଷିଣ ଓଡ଼ିଶାରେ ବଦଳିଲାଣି ପାଗ
• ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା
• ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ
• ଗୋପାଳପୁରଠାରୁ ୭୯୦ କିଲୋମିଟର ଦୂରରେ ବାତ୍ୟା
• ଗଜପତି ଜିଲ୍ଲାରେ ବି ବର୍ଷା ଆରମ୍ଭ
• ଆଜି ପାଇଁ ଗଞ୍ଜାମ, ଗଜପତିକୁ ଅରେଞ୍ଜ ଆଲର୍ଟ
• କାଲି ପାଇଁ ଗଞ୍ଜାମ, ଗଜପତିକୁ ରେଡ୍ ଆଲର୍ଟ
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)