/odishatv-khabar/media/media_files/2026/02/09/crpf-suicide-2026-02-09-11-31-29.jpg)
CRPF Suicide Photograph: (OTV)
ନିଜକୁ ଗୁଳି କଲେ CRPF ଯବାନ। ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। ସୁନ୍ଦରଗଡ଼ ଲାଠିକଟା ଥାନା ମାଟକଝରଣ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍ ପିଏଫ୍ ଯବାନ।
Advertisment
ମୃତ ଯବାନ ଜଣକ ହେଲେ ସୁବାସ ପ୍ରସାଦ। ସେ ସିଆରପିଏଫରେ ହାବିଲଦାର ରାଙ୍କରେ ଅଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ମୃତ ଯବାନଙ୍କ ଘର ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ନନ୍ଦପୁର ଗାଁରେ।
Advertisment



Related Articles
T20 World Cup: ବଡ ଦେଶ ବିପକ୍ଷରେ ମ୍ୟାଚ ହାରୁଛନ୍ତି, ହେଲେ ମନ ଜିତୁଛନ୍ତି... ଦେଉଛନ୍ତି କଡ଼ା ଟକ୍କର
POSTED

Tibetan Girl Allegedly Raped: ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ, ଓଡ଼ିଆ ନାବାଳକ ଥାନାରେ ଅଟକ
POSTED

Yoga Helps Control Thyroid Imbalance: ଦୈନିକ ୧୫ ମିନିଟ୍ ଯୋଗ, ରହିବ ନାହିଁ ଥାଇରଏଡ୍ ସମସ୍ୟା
POSTED

Major Accident in Capital: ଓଭରବ୍ରିଜ୍ ତଳକୁ ଖସିଲା କାର୍, କ୍ୟାପିଟାଲ ଥାନା ପୋଲିସର ତନାଘନା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)