/odishatv-khabar/media/media_files/2026/02/09/accident-2026-02-09-10-32-28.jpg)
Accident Photograph: (OTV)
ରାଜଧାନୀରେ ବଡ଼ ଦୁର୍ଘଟଣା। ଶିଶୁ ଭବନ ଓଭରବ୍ରିଜରୁ ତଳକୁ ଖସିଲା କାର। ତଳକୁ ଖସିବା ପରେ ଏକ ଗଛକୁ ପିଟିଥିଲା କାର। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା କାର। ବ୍ୟାରିକେଡରେ଼ ପିଟି ତଳକୁ ଖସି ପଡଥିଲା କାର। ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତି ଯାଇଛନ୍ତି ଗାଡିର ଡ୍ରାଇଭର।
Advertisment
ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତନାଘନା କରୁଛି। ଗାଡିକୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ଅଗ୍ନିଶମବାହିନୀ ଓ ପୋଲିସ ପକ୍ଷରୁ ଗାଡ଼ିକୁ ବାହାର କରିବାକୁ ପ୍ରୟାସ ଚାଲିଛି। ଦୁର୍ଘଟଣାରେ ଏତେ କାହାର କ୍ଷତି ଘଟିନଥିବା ଜଣାପଡିଛି। ଗାଡ଼ି ତଳକୁ ଖସିବା ପରେ ଘରେ ଇଟା ଖସି ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି।
Advertisment



Related Articles
Police Seize Ganja: କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
POSTED

Google Android Warning: Google ଦେଲା ଭୟଙ୍କର ଚେତାବନୀ! ଏହି ଫୋନଗୁଡିକ ହ୍ୟାକର୍ସଙ୍କ ଟାର୍ଗେଟରେ
POSTED

PM Modi Returns to Delhi: ମାଲେସିଆ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି, ୧୧ MoU ସ୍ବାକ୍ଷରିତ
POSTED

Bharat Bandh: ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରା, କଂଗ୍ରେସର ସମର୍ଥନ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)