/odishatv-khabar/media/media_files/2026/02/03/mukhyamantri-kanya-bibaha-yojana-2026-02-03-13-04-00.jpg)
Mukhyamantri Kanya Bibaha Yojana Photograph: (OTV)
ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମା ତାରାତାରିଣୀ ଙ୍କ ପୀଠରେ ଯୋଜନାର କରିବେ ଶୁଭାରମ୍ଭ। ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋହନ ମାଝୀ। ଏକା ସଙ୍ଗେ ୨୦୦ ଦମ୍ପତିଙ୍କ ସାମୁହିକ ବିବାହର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମା ତାରାତାରିଣୀଙ୍କ ଦର୍ଶନ କରିବେ।
Advertisment
ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଥିଲେ। 'ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ ବୋଲି ଲଖିଥିଲେ। ଆର୍ଥିକ ଦ୍ରୁଷ୍ଟିରୁ ଅନଗ୍ରସର ଏବଂ ଅନୁସୂଚିତ ଜାତି ଓ ଜନଜାତି ପରିବାରର ବାପା ମାଆଙ୍କ ପିଲାଙ୍କ ପାଇଁ ବିବାହ ଯେପରି ସମସ୍ୟା ରହିବନି ସେଥିପାଇଁ ଯୋଜନା କରାଯାଇଛି।
Advertisment



Related Articles
Delhi CBI Team Conducts Raid: ସମ୍ବଲପୁରରେ ଦିଲ୍ଲୀ ସିବିଆଇ; ତନାଘନା ଆରମ୍ଭ, ୧୯ ଜଣଙ୍କୁ ଜେରା
POSTED

Jajpur Politics Heats Up: ବବିଙ୍କ ବିରୋଧରେ ଅରିନ୍ଦମଙ୍କ ଡାଇଲଗ୍ ବାଣ, କଟାକ୍ଷ କରି ଛଦ୍ମବେଶୀ ରାବଣଙ୍କୁ ଚେତାବନୀ ଦେଲେ ଆକାଶ
POSTED

Share Market Rise Today: ସେୟାର ବଜାରରେ ଉତ୍ସାହ, ବଢିଲା କାରବାର
POSTED

Gold And Silver Price: ପୁଣି ଖସିଲା ସୁନା, ରୁପା, ଜାଣନ୍ତୁ ଆଜି କେତେ ଅଛି ଦର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)