/odishatv-khabar/media/media_files/2026/02/03/gold-and-silver-rate-2026-02-03-10-49-28.webp)
Gold And Silver Rate Photograph: (OTV)
ପୁଣି ଥରେ ଖସିଲା ସୁନା, ରୁପା ଦର। ଲଗାତାର କିଛି ଦିନ ଧରି ଲଗାତାର ଖସୁଛି ସୁନା ଓ ରୁପା ଦର। ଆଜି ମଧ୍ୟ ସୁନା ଦରରେ ବେଶ୍ ପରିବର୍ତ୍ତନ ହୋଇଛି। ୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ଖସିଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କା ହୋଇଛି।
Advertisment
ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୩୦୦ ଟଙ୍କା ହ୍ରାସ ହୋଇଛି। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧୦୭୦ ଟଙ୍କା କମି ୧ ଲକ୍ଷ ୧୩ ହଜାର ୮୧୦ ଟଙ୍କା ହୋଇଛି।
ଅନ୍ୟପଟେ ରୁପା କେଜି ପିଛା ୨୦ ହଜାର ହ୍ରାସ ପାଇ ହୋଇଛି ୨ ଲକ୍ଷ ୮୦ ହଜାର ଟଙ୍କା।
Advertisment



Related Articles
Arun Sahoo's 'Peeda' Sparks Debate: ‘ପୀଡା’ରେ କାହାକୁ ଟାର୍ଗେଟ କରିଛନ୍ତି ଅରୁଣ? ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା
POSTED

Migrant Worker’s Body Stuck: ସରୁନି ଦାଦନ ଦୁଃଖ, ଟଙ୍କା ଅଭାବରୁ ଆସିପାରୁନି ଶବ
POSTED

President Heads to Jajpur: ଯାଜପୁର ଅଭିମୁଖେ ମହାମହିମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
POSTED

Similipal Tiger Count Begins: ଶିମିଳିପାଳରେ ବାଘ ଗଣନା, ବାଘଙ୍କ ଫଟୋକୁ NTCAକୁ ହସ୍ତାନ୍ତର କରାଯିବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)