Advertisment

Chips Packet Controversy: ଚିପ୍ସ ପ୍ୟାକେଟ୍ ଅଘଟଣ, ଚିକିତ୍ସା ଖର୍ଚ୍ଚ ତୁଲାଇବ କମ୍ପାନୀ

ଗୁରୁତର ଶିଶୁକୁ ଅତ୍ୟାଧୁନିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସହ ସମସ୍ତ ଖର୍ଚ୍ଚ ତୁଲାଇବାକୁ କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ସାଗଡ଼ଘାଟ ଗାଁରେ ଘଟିଥିଲା ଅଭାବନୀୟ ଘଟଣା ।

author-image
Tapan Swain
chips

chips Photograph: (OTV)

 ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣା ବିସ୍ଫୋରଣରେ ଶିଶୁର ଆଖି ନଷ୍ଟ ହେବା ଘଟଣାରେ ଭୁଲ୍ ମାଗିଲା ସଂପୃକ୍ତ ଚିପ୍ସ କମ୍ପାନୀ । ଛୁଆର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଲିଖିତ ପ୍ରତିଶ୍ରୁତି । କମ୍ପାନୀ କର୍ତ୍ତୃପକ୍ଷ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କ୍ଷମା ମାଗିଛନ୍ତି ।

Advertisment

ଗୁରୁତର ଶିଶୁକୁ ଅତ୍ୟାଧୁନିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସହ ସମସ୍ତ ଖର୍ଚ୍ଚ ତୁଲାଇବାକୁ କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ସାଗଡ଼ଘାଟ ଗାଁରେ ଘଟିଥିଲା ଅଭାବନୀୟ ଘଟଣା ।

ଲବ ହର ପାଲଙ୍କ ଆଠ ବର୍ଷର ପୁଅ ଚିପ୍ସ ଖାଉଥିବା ବେଳେ ସେଥିରେ ଥିବା ଖେଳନା ନିଆଁରେ ପଡି ଖେଳନା ବିସ୍ଫୋରଣ ହୋଇଥିଲା। ଯାହାଦ୍ବାର ପିଲାର ଆଖି ନଷ୍ଟ ହୋଇଛି। 

Advertisment

ଟିଟିଲାଗଡ଼ରେ ଗୁରୁତର ଶିଶୁକୁ ଚିକିତ୍ସା କରିବ କମ୍ପାନୀ

ଉପଜିଲ୍ଲାପାଳଙ୍କୁ ଭେଟି ଜଣାଇଲେ କମ୍ପାନୀ କର୍ତ୍ତୃପକ୍ଷ
ଅତ୍ୟାଧୁନିକ ଚିକିତ୍ସା ସହ ସମସ୍ତ ଖର୍ଚ୍ଚ ବହନ କରିବ
ଚିପ୍ସ ପ୍ୟାକେଟ୍ ଖେଳନା ନିଆଁରେ ପଡ଼ି ଘଟିଥିଲା ଅଘଟଣ
 ବିସ୍ଫୋରଣରେ ପିଲାଟିର ଆଖି ନଷ୍ଟ ହୋଇଯାଇଛି 

FPGA Chips Eyes
Advertisment
Related Articles
Advertisment