Advertisment

Accident: ଟ୍ରକକୁ ପଛରୁ ପିଟିଲା ବସ୍: ୨ ମୃତ

ଜଳେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ବସ୍। ଘଟଣାସ୍ଥଳରେ ଡ୍ରାଇଭର, ହେଲପର୍ ମୃତ। ରାତି ପ୍ରାୟ ଦୁଇଟା ସମୟରେ ଦୁର୍ଘଟଣା ଘଟିଥିଲା।

author-image
Chinmayee Sahoo
JALESWAR_ACCIDENT-d

JALESWAR_ACCIDENT Photograph: (OTV)

ଜଳେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ଡ୍ରାଇଭର, ହେଲପର୍ ମୃତ । ରାତି ପ୍ରାୟ ଦୁଇଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଓଡ଼ିଶାରୁ କୋଲକାତା ଫେରୁଥିବା ଏକ ବସ୍ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। 
ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ୯ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Advertisment


•    ଟ୍ରକକୁ ପିଟିଲା ବସ୍: ୨ ମୃତ
•    ଜଳେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା
•    ଟ୍ରକକୁ ପଛରୁ ପିଟିଲା ବସ୍
•    ଘଟଣାସ୍ଥଳରେ ଡ୍ରାଇଭର, ହେଲପର୍ ମୃତ
•    ରାତି ପ୍ରାୟ ଦୁଇଟା ସମୟରେ ଦୁର୍ଘଟଣା
•    ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍
•    ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ
•    ୯ ଗୁରୁତର ଯାତ୍ରୀ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି

Accident
Advertisment
Related Articles
Advertisment