/odishatv-khabar/media/media_files/2026/01/20/balasore-death-2026-01-20-12-37-28.jpg)
BALASORE DEATH Photograph: (OTV)
ବାଲେଶ୍ୱର ମେଡିକାଲର କନିଷ୍ଠ କିରାଣିଙ୍କ ଆତ୍ମହତ୍ୟା। ବେକରେ ଗାମୁଛା ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ ଯୁବକ ହେଲେ ସଦର ଥାନା ଆଳୁପୁର ଅଂଚଳର ସମରଜିତ୍ ପ୍ରଧାନ।
Advertisment
ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି।
କନିଷ୍ଠ କିରାଣୀଙ୍କ ସନ୍ଦେହଜନକ ମୃତ୍ୟୁ
ବାଲେଶ୍ୱର ମେଡିକାଲର କନିଷ୍ଠ କିରାଣୀ ମୃତ୍ୟୁ
ସଦର ଥାନା ଆଳୁପୁର ଅଂଚଳରେ ଯୁବକଙ୍କ ଘର
ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ
ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ
Advertisment
Advertisment



Related Articles
Cyber Fraud Raid: ସାଇବର୍ ଠକେଇରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ, ଲକ୍ଷାଧିକ ଟଙ୍କା ଜବତ
POSTED

Bageshwar Dham Kid Innocent Demand Video: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କୁନି ପୁଅର ପ୍ରଶ୍ନ; ଆପଣଙ୍କ ପାଖକୁ ହନୁମାନ ଆସନ୍ତି? ଡାକିଲ…
POSTED

Drugs Trafficking Case: ଗୋଆରୁ ଓଡି଼ଶାକୁ ଲମ୍ବିଛି ନିଶା ଚେର, ରେଡ୍ ବେଳେ ନଗଦ ୩ କୋଟି ଜବତ
POSTED

Shopkeepers Appeal: କାନ୍ଦି କାନ୍ଦି ମାଗିଲେ ସହାୟତା, କହିଲେ ସବୁ ଛାରଖାର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)