Advertisment

Shopkeepers Appeal: କାନ୍ଦି କାନ୍ଦି ମାଗିଲେ ସହାୟତା, କହିଲେ ସବୁ ଛାରଖାର

କାନ୍ଦି କାନ୍ଦି ସହାୟତା ମାଗିଲେ ଏକ ନମ୍ବର ହାଟର ଦୋକାନୀ। କିଏ ଛୋଟ ପୂଜା ଦୋକାନ କରିଥିଲା ତ କିଏ ମିକ୍ସଚର ବିକି ଘର ଚଳାଉଥିଲା। କିଏ ଖେଳନା ଦୋକାନ କରିଥିଲା ତ ପୁଣି କିଏ ଘର କରଣା। ଯାହା ଥିଲା ସବୁ ଜଳିପୋଡ଼ି ଛାରଖାର।

author-image
Madhupriya Mistry
UNIT 1 MARKET

UNIT 1 MARKET Photograph: (OTV)

ଜଳି ଯାଇଥିବା ନୋଟ, ଛାଡ଼ି ଦେଇଗଲା ଦୁଃଖ। କାନ୍ଦି କାନ୍ଦି ସହାୟତା ମାଗିଲେ ଏକ ନମ୍ବର ହାଟର ଦୋକାନୀ। କିଏ ଛୋଟ ପୂଜା ଦୋକାନ କରିଥିଲା ତ କିଏ ମିକ୍ସଚର ବିକି ଘର ଚଳାଉଥିଲା। କିଏ ଖେଳନା ଦୋକାନ କରିଥିଲା ତ ପୁଣି କିଏ ଘର କରଣା। ଯାହା ଥିଲା ସବୁ ଜଳିପୋଡ଼ି ଛାରଖାର।

Advertisment

ନିଆଁ ସିନା ଲିଭିଛି ହେଲେ ପାଉଁଶ ଏବେ ଦୁଃଖ ଆଉ କଷ୍ଟ ଛାଡ଼ି ଯାଇଛି। ଦୁଇ ଦିନ ପରେ ସରସ୍ବତୀ ପୂଜା, ତେଣୁ ଦୋକାନରେ ବି ଅନେକ ନୂଆ ସାମଗ୍ରୀ ଆଣି ରଖାଯାଇଥିଲା। ହେଲେ ସବୁ କିଛି ଏବେ ନଷ୍ଟ। ତେଣୁ ବିଏମସିକୁ ଆଉ ସରକାରକୁ ସହାୟତା ମାଗିଛନ୍ତି ଦୋକାନୀ। 

କାନ୍ଦି କାନ୍ଦି ମାଗିଲେ ସହାୟତା 
ଜଳି ପୋଡ଼ି ପାଉଁଶ ଏକ ନମ୍ବର ହାଟ 
ଦୋକାନ ଗୁଡ଼ିକରେ ଥିଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ 
ଜଳିପୋଡ଼ି ଛାରଖାର ଜୀବନର ସବୁ କିଛି 
ସରସ୍ବତୀ ପୂଜା ଥିବାରୁ ଅଧିକ ସାମଗ୍ରୀ ଆଣିଥିଲେ
ଜଳିଗଲା ନୋଟ, ଛାଡ଼ି ଦେଇଗଲା ଦୁଃଖ

Advertisment

Odisha unit 1 market fire bhubaneswar unit 1 market fire Fire
Advertisment
Related Articles
Advertisment