Advertisment

Ama Bus: ଚାଲିବନି 'ଆମ ବସ୍'; ଜାରି ରହିବ ହେଲ୍ପଲାଇନ୍ ସେବା

ଦୀପାବଳି ପାଇଁ ଆଜି ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ। କୌଣସି ରୁଟ୍ ରେ ଚଳାଚଳ କରିବ ନାହିଁ 'ଆମ ବସ୍। ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ।

author-image
Chinmayee Sahoo
AMA-BUS

AMA-BUS Photograph: (OTV)

ଦୀପାବଳି ପାଇଁ ଆଜି ଅପରାହ୍ଣ ୩ଟାରୁ ଚାଲିବନି 'ଆମ ବସ୍'। କୌଣସି ରୁଟ୍ ରେ ଆମ ବସ୍ ଚଳାଚଳ କରିବ ନାହିଁ ବୋଲି CRUT କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବସ୍ ସେବା ବନ୍ଦ ରହିଲେ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ପରେ ୨୧ ତାରିଖରୁ ପୁଣି ସ୍ୱାଭାବିକ ହେବ 'ଆମ ବସ୍' ସେବା।

Advertisment

ଆଜି ଅପରାହ୍ଣରେ ଚାଲିବନି 'ଆମ ବସ୍'
ଦୀପାବଳି ପାଇଁ ଆଜି ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ
କୌଣସି ରୁଟ୍ ରେ ଚଳାଚଳ କରିବ ନାହିଁ 'ଆମ ବସ୍': CRUT
'ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ'
୨୧ ତାରିଖରୁ ପୁଣି ସ୍ୱାଭାବିକ ହେବ 'ଆମ ବସ୍' ସେବା

ଅଧିକ ଦେଖନ୍ତୁ:

Bus Service
Advertisment
Related Articles
Advertisment