/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୪ଶୀ ଦିବା ୦୩.୪୫ ଗତେ ଆମାବାସ୍ୟା। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୫.୪୬ ରୁ ୦୭.୧୨
ଦିବା – ୦୮.୫୦ ରୁ ୧୧.୦୮
ରାତ୍ରି – ୦୭.୪୬ ରୁ ୦୯.୫୭
ରାତ୍ରି – ୦୨.୨୬ ରୁ ୦୩.୧୬
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୧୨ ରୁ ୦୮.୩୮
କାଳବେଳା- ପ୍ରାତଃ ୦୭.୧୨ ରୁ ୦୮.୩୮
ବାରବେଳା- ଦିବା ୦୨.୨୩ ରୁ ୦୩.୪୯
କାଳରାତ୍ରି – ରାତ୍ରି ୦୯.୫୭ ରୁ ୧୧.୩୧
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)