/odishatv-khabar/media/media_files/2026/02/03/sub-registrar-offices-2026-02-03-08-48-44.jpg)
Sub-Registrar Offices Photograph: (OTV)
ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ନୂଆ ସବ ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ। ଏସବୁ ସବ୍ ରେଜିଷ୍ଟ୍ରାର ଅଫିସ ଫେବୃୟାରୀ ୫ରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ଫଳରେ ଆଗକୁ ସାଧାରଣ ଲୋକଙ୍କୁ ଜମି କିଣା-ବିକା ଏବଂ ପଞ୍ଜିକରଣରେ ଅଧିକ ସୁବିଧା ହୋଇପାରିବ।
Advertisment
ରାଜ୍ୟରେ ୩୨୨ଟି ସବ ରେଜିଷ୍ଟର ଅଫିସ ରହିଛି। ରାଜ୍ୟରେ ଆଉ ୫୭ଟି ନୂଆ ସବ ରେଜିଷ୍ଟ୍ରାର ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment



Related Articles
Daily Horoscope 3rd February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 3rd February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

President's Six-Day Odisha Tour: ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନ, ଆଜି ୨ ଜିଲ୍ଲା ଗସ୍ତରେ ଯିବେ
POSTED

From Boy to Woman: ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ; ସମୀର ଭାଇରୁ ହେଲେ ସମୀରା ମ୍ୟାଡାମ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)