/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୩ ମଙ୍ଗଳବାର। ଚନ୍ଦ୍ର – ସିଂହ ଅହୋରାତ୍ର। ତିଥି – ୨ୟା ରାତ୍ରି ୧୨.୪୦ ଗତେ ୩ୟା। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୨.୪୦ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୦୯.୧୨ ରୁ ୧୦.୫୩
ଦିବା – ୦୧.୦୭ ରୁ ୦୨.୨୪
ଦିବା – ୦୪.୧୨ ରୁ ୦୪.୫୧
ସନ୍ଧ୍ୟା – ୦୫.୩୬ ରୁ ୦୬.୨୭
ରାତ୍ରି – ୦୯.୦୧ ରୁ ୧୧.୩୪
ରାତ୍ରି – ୦୨.୦୮ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୪୮ ରୁ ୦୪.୧୨
କାଳବେଳା - ଦିବା ୦୧.୨୪ ରୁ ୦୨.୪୮
ବାରବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
କାଳରାତ୍ରି – ରାତ୍ରି ୦୭.୧୨ ରୁ ୦୮.୪୮
Advertisment
Advertisment



Related Articles
President's Six-Day Odisha Tour: ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନ, ଆଜି ୨ ଜିଲ୍ଲା ଗସ୍ତରେ ଯିବେ
POSTED

From Boy to Woman: ଦିନେ ପୁଅ ଥିଲେ, ଏବେ ଝିଅ ବନିଗଲେ; ସମୀର ଭାଇରୁ ହେଲେ ସମୀରା ମ୍ୟାଡାମ୍
POSTED

Brutal Stabbing Murder Shocks Capital Suburb: କିନ୍ନରଙ୍କୁ ହତ୍ୟା ମାମଲା; ତୁରନ୍ତ ହତ୍ୟାକାରୀଙ୍କୁ ଧରିବା ଦାବି ସହ ଗର୍ଜିଛି କିନ୍ନର ସଂଘ
POSTED

NW-5 Will Reduce Truck Traffic and Pollution: ବ୍ରାହ୍ମଣୀ ନଦୀରେ ଜାହାଜରେ ହେବ ଖଣିଜ ପରିବହନ; ବାସ୍ତବ କାର୍ଯ୍ୟକାରିତାକୁ ନେଇ ଆଶଙ୍କା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)