/odishatv-khabar/media/media_files/2025/10/24/bikram-panda-2025-10-24-11-17-02.jpg)
BIKRAM-PANDA Photograph: (OTV)
ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ। ପୀତବାସ ପଣ୍ଡା ହତ୍ୟା ମାମଲା ଏବେ କୋର୍ଟରେ ପହଞ୍ଚିଛି। ମାମଲାର ମାଷ୍ଟର ମାଇଣ୍ଡ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ୪୪ ଓକିଲ। ଏନେଇ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ ଗିରଫ ତାଙ୍କ ସହଯୋଗୀ କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ୪୪ ଓକିଲ ମାମଲା ଲଢ଼ିବେ। ଏମାନଙ୍କ ଜାମିନ୍ ଆବେଦନ କରାଯିବ। ଏସବୁ ଭିତରେ ମାମଲାରେ ୧୩ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ସୁଟର୍ କୁରୁପତି ଏବେ ବି ଫେରାର। ପୀତବାସଙ୍କୁ ଗୁଳି ମାରିଥିବା କୁରୁପତିଙ୍କୁ ଧରି ପାରିନି ପୋଲିସ୍। ତାସହ ପୁରା ମାମଲାରେ ସୁଟରଙ୍କୁ ଡିଲ୍ ଦେଇଥିବା ଦୁର୍ଦ୍ଦାନ୍ତ ଉମା ବିଷୋୟୀ ବି ଏବେ ଯାଏଁ ଫେରାର।
ବିକ୍ରମଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ
ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ
କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ
ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢ଼ିବେ
ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ
Odisha’s Largest Aluminium Project: ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ ପ୍ରକଳ୍ପ, ନିବେଶ କରିବ ୧ ଲକ୍ଷ କୋଟି

Speculation Mounts: ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ? ଫୁଲତୋଡ଼ା ଦେଇ ସ୍ବାଗତ କଲେ ବିଜେପି ନେତା ଜଗା ପ୍ରଧାନ

India Women Beat: ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ , ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍

Two Youths Drown: ଭେଣ୍ଡିଆ ପୁଅକୁ ଟାଣିନେଲା ନଦୀ, ବାଲି ମାଫିଆଙ୍କ ଯୋଗୁଁ ଭାସିଗଲା ୩ ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)