• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 23 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 week ago

Drones Soar Over Cannabis Fields: ଗଞ୍ଜେଇ ଚାଷ଼ ବିରୋଧରେ ଜିରୋ ଟଲରାନ୍ସ; ବାଜ୍ୟାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡି...

ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।  More
  • Sujit kumar Swain
  • 1 week ago

KIMS Built With Government Assistance: ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା !

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ କେଳେଙ୍କାରୀ ! କୋଭିଡ୍ ମହାମାରୀ ବାହାନାରେ ଲୁଟିଛନ୍ତି କୋଟି କୋଟି ସରକାରୀ ଟଙ୍କା ! ସ୍ବାସ୍ଥ୍ୟସେବା ନାଁରେ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା !  More
  • Pallipuspa Samal
  • 1 week ago

Today Panchang 23th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Namita Biswal
  • 1 week ago

Rourkela Firing: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଇସ୍ପାତ ନଗରୀ ରାଉଲକେଲାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସେ କାର୍‌ରେ ଆସୁଥିବାବେଳେ ଗୁଳିମାଡ଼ ହୋଇଥିବା ସୂଚନା । More
  • Deviprasad Jena
  • 1 week ago

Mo Bus Catches Fire: ମୋ ବସ୍‌ରେ ଲାଗିଲା ନିଆଁ,ଝରକା ବାଟେ ବାହାରିଲେ ଯାତ୍ରୀ

ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍‌ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍‌ରେ ସେନ୍ସର ଗେଟ୍‌ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ । More
  • Sujit kumar Swain
  • 1 week ago

Sand Mafia: ବେଧଡ଼କ ବାଲି ଚୋରା ଚାଲାଣ; ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ମାଫିଆ ?

ସ୍ବର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର। ଦିନ ଦି ପହରେ ଓଡ଼ିଶାରୁ ଲୁଟ୍ ହୋଇ ପଶ୍ଚିମବଙ୍ଗକୁ ହେଉଛି ବେଧଡ଼କ ବାଲି ଚୋରାଚାଲାଣ।  More
  • Deviprasad Jena
  • 1 week ago

KIIT Land Scam: ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । More
  • Deviprasad Jena
  • 1 week ago

Pension Scam Exposed: ସରକାରୀ ବାବୁ ସାଜିଥିଲେ ଭତ୍ତା ଜାଲିଆତିର ମାଷ୍ଟର! ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ

ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ ଭୂମିକା ନେଉଥିଲେ । More
  • Sujit kumar Swain
  • 1 week ago

Biofix Plant Set Up In Puri: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ଦୈନିକ ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ, ଏହାର ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। More