• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 22 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 week ago

Sand Mafia: ବେଧଡ଼କ ବାଲି ଚୋରା ଚାଲାଣ; ସୁବର୍ଣ୍ଣରେଖା ଗର୍ଭକୁ ଖାଲି କରିଦେବେ କି ମାଫିଆ ?

ସ୍ବର୍ଣ୍ଣଗର୍ଭା ସୁବର୍ଣ୍ଣରେଖା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର। ଦିନ ଦି ପହରେ ଓଡ଼ିଶାରୁ ଲୁଟ୍ ହୋଇ ପଶ୍ଚିମବଙ୍ଗକୁ ହେଉଛି ବେଧଡ଼କ ବାଲି ଚୋରାଚାଲାଣ।  More
  • Deviprasad Jena
  • 1 week ago

KIIT Land Scam: ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । More
  • Sujit kumar Swain
  • 1 week ago

Biofix Plant Set Up In Puri: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ଦୈନିକ ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ, ଏହାର ପରିଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। More
  • Namita Biswal
  • 1 week ago

Weather Update: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ! ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । More
  • Namita Biswal
  • 1 week ago

Attack In Puri: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପୁରୀ ବଳଗଣ୍ଡି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ଅତରିକ୍ତ ଏସପି । More
  • Santosh Kumar Sahoo
  • 1 week ago

Today Panchang: ଜାଣନ୍ତୁ ଆଜିର ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର- ବିଛା ସନ୍ଧ୍ୟା ୦୫.୪୦ ଗତେ ଧନୁ । ତିଥି- ୯ମୀ ଦିବା ୦୧.୧୯ ଗତେ ୧୦ମୀ । More
  • Saroj Kumar Jena
  • 1 week ago

Dalit Family: ୨୫ ବର୍ଷ ପରେ ଗାଁକୁ ଫେରିବେ ୫୦ ଦଳିତ ପରିବାର

ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସକୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି । More
  • Deviprasad Jena
  • 1 week ago

Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା

ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି । More
  • Saroj Kumar Jena
  • 1 week ago

Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନର ନବୀକରଣ କାମ ଶେଷ ହଉନି, ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର ରେଳ ଷ୍ଟେସନର ନବକଳେବର ଆରମ୍ଭ ହେଲା ସତ କିନ୍ତୁ କାମ ଯେପରି ଶେଷ ହେବାର ନାଁ ଧରୁନି। ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନକୁ ନେଇ ବହୁ ସମସ୍ୟା ରହିଥିବାବେଳେ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛି ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି। More
  • Deviprasad Jena
  • 1 week ago

10th Exam First Day: କଡ଼ା ସୁରକ୍ଷାରେ ଶେଷ ହେଲା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ

ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ, ପ୍ରାୟ ଅଧିକାଂଶ ଛାତ୍ରଙ୍କ ମୁହଁରେ ଡର ବଦଳରେ ଖୁସି ଦେଖିବାକୁ ମିଳିଥିଲା । ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବା ପରେ ପରୀକ୍ଷାର୍ଥୀ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ଏଭଳି ଅନୁଭବ ସହ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି । More
  • Deviprasad Jena
  • 1 week ago

Women Protecting Forests: ଜଙ୍ଗଲକୁ ଘଣ୍ଟ ଘୋଡ଼ାଇଛି ମାଆର ପଣତ କାନି

ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା ଆଜି ତାହା ସମସ୍ତଙ୍କୁ ଆକର୍ଷିତ ଏବଂ ଆଚମ୍ବିତ କରୁଛି । ୨୨ ବର୍ଷ ତଳେ ଟାଙ୍ଗରା ଭୂଇଁ ପଡ଼ିଥିବା ଏ ଇଲାକା ଏହି ମହିଳାମାନଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । More