• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 02 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Swadesi Megha Mallhar Prusty
  • 2 months ago

Hari Babu Kambhampati: ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ, ଶ୍ରୀଜିଉଙ୍କୁ ଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । More
  • Sujit kumar Swain
  • 2 months ago

Laptop Purchase Scandal: ମିଶନଶକ୍ତି ଲ୍ୟାପଟପ୍ ନାଁରେ ମହାଦୁର୍ନୀତି; ଘୋଟାଲା ଲୁଚାଇବାକୁ ଏବେ ଯୋଗାଡ଼ ଚାଲିଛି ସତମିଛ ବିଲ୍! 

ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର।  More
  • Sujit kumar Swain
  • 2 months ago

Political Parties Gear Up for 2025: ୨୦୨୫ରେ କଣ ରହିବ ପଲିଟିକାଲ ଚାଲେଞ୍ଜ ? କେଉଁ ରଣନୀତି ସହ ଗ୍ରାଉଣ୍ଡକୁ ଯିବେ ଶାସକ-ବିରୋଧୀ ?

ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି।  More
  • Sujit kumar Swain
  • 2 months ago

New Year: ଜିରୋ ନାଇଟ୍ ପରେ ନିୟୁ ଇୟରକୁ ସବୁଠି ଜୋରଦାର ସ୍ବାଗତ; ଭୋଜିଭାତ ଓ ନାଚ-ଗୀତରେ କଂପିଲା ପିକନିକ୍ ସ୍ପଟ୍...

ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍। More
  • Swadesi Megha Mallhar Prusty
  • 2 months ago

Puri Srimandir: କାମ ଦେଲାନି ବ୍ୟବସ୍ଥା, ବ୍ୟାରିକେଡ୍ ଭାଙ୍ଗିଲା; ପହିଲି ଦିନରେ ଜଗା ଦର୍ଶନ ପାଇଁ ଭକ୍ତ ସମୁଦ୍ର

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ । More
  • Swadesi Megha Mallhar Prusty
  • 2 months ago

Tathagata Satpathy: ନବୀନଙ୍କୁ ତଥାଗତଙ୍କ ତୀର, ମୋହନଙ୍କୁ ଫୁଲ; ଓଟିଭିକୁ EXCLUSIVE ପ୍ରତିକ୍ରିୟା

ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ । More