• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 26 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 3 months ago

‘ଦାନା’ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା; କହିଲେ, ବାତ୍ୟାରେ ବେଶୀ ପ୍ରଭାବିତ ହୋଇଛି ୩ ଜିଲ୍ଲା

ସେହିପରି ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । More
  • Sonali Ojha
  • 3 months ago

ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ; ଖୋଜି ପାଉନି ବନବିଭାଗ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି। More
  • Sonali Ojha
  • 3 months ago

ଖସି ପାରିବେନି ଲୁଟେରା; ଏଣିକି ସବୁ ଆପାର୍ଟମେଣ୍ଟ ଲାଗିବ IP କ୍ୟାମେରା

ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ । More
  • Santosh Kumar Sahoo
  • 3 months ago

ଭୁବନେଶ୍ବର ବିମାନ ବନ୍ଦରରେ କଲରାପତରିଆ ଆତଙ୍କ, ବାଘ ଧରିବାକୁ ଯନ୍ତା ବସାଇଲା ବନବିଭାଗ

ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ। More
  • Sonali Ojha
  • 3 months ago

ଡ୍ରାଇଭର ହେବ ତ ଏମିତି; ବାତ୍ୟା ବେଳେ ରୋଗୀଙ୍କ ପାଇଁ ସାଜିଲେ ଦେବଦୂତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି। More
  • Swadesi Megha Mallhar Prusty
  • 3 months ago

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନଗର ଗସ୍ତ, କ୍ଷୟକ୍ଷତି ନେଇ ଆଲୋଚନା କଲେ

କେନ୍ଦ୍ରାପଡା ରାଜନଗର ଅଞ୍ଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । More
  • Swadesi Megha Mallhar Prusty
  • 3 months ago

ହେନ୍ତାଳ ବଣ କମାଇଲା ବିପତ୍ତି-କ୍ଷୟକ୍ଷତି, ସୁରକ୍ଷିତ ଅଛନ୍ତି ଜୀବଜନ୍ତୁ: ବନ୍ୟପ୍ରାଣୀ ପିସିସିଏଫ୍

ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । More
  • Pallipuspa Samal
  • 3 months ago

Panchang Today 26th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Satyendu Shekher Mishra
  • 3 months ago

ସାହସୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଚାରିଆଡ଼ୁ ପ୍ରଶଂସା

ଶିବାନୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ଶିବାନୀଙ୍କୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 3 months ago

ଭଦ୍ରକ-ବାଲେଶ୍ୱର ସମେତ ଅନେକ ଜିଲ୍ଲାରେ ସ୍କୁଲ ଛୁଟି !

ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍ ବନ୍ଦ ନିଷ୍ପତ୍ତି । More
  • Satyendu Shekher Mishra
  • 3 months ago

ବାତ୍ୟା କୋଳରେ ଥାଇ ପୃଥିବୀ ଦେଖିଲେ ନବଜାତ

ସାଇକ୍ଲୋନ ପ୍ରକୋପ ଭିତରେ ସୁରକ୍ଷିତ ଜନ୍ମ ନେଲେ ୧୬ ଶହ ଶିଶୁ । ୧୬ ଶହ ଶିଶୁଙ୍କ ଭିତରେ ଅଛନ୍ତି ୧୩ ଯାଁଳା ଶିଶୁ । More
  • Swadesi Megha Mallhar Prusty
  • 3 months ago

ଗ୍ରାଉଣ୍ଡ ଜିରୋରୁ ଆସୁଛି ପ୍ରଳୟ ପୁଳା ପୁଳା ଚିତ୍ର, ବାତ୍ୟା ମାଡ଼ରେ ଘାଇଲା ୩ ଜିଲ୍ଲା

ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ । More
  • Swadesi Megha Mallhar Prusty
  • 3 months ago

ଓଟିଭିର ନନଷ୍ଟପ୍ କଭରେଜ୍: 'ଦାନା'ର ଦାନବ ଗର୍ଜନ, ଭୀତତ୍ରସ୍ତ ମଣିଷ; ବିବ୍ରତ ବୃକ୍ଷଲତା, ଅସ୍ତବ୍ୟସ୍ତ ଜୀବଜନ୍ତୁ

ମଝି ରାତିରେ ମାଡ଼ ହେଲା ଭୀଷଣ ବାତ୍ୟା ଦାନା । ଭିତରକନିକା ପାଖରେ ମାଟି ଛୁଇଁଲା, ଯେଉଁବାଟ ଦେଇ ଗଲା, ତାଣ୍ଡବ ରଚିଲା । More