• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 12 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 months ago

ଏକ ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି । More
  • Satyendu Shekher Mishra
  • 4 months ago

ମଲା ପରେ ମିଳିଲାନି କାଠ, ଭିକ ମାଗି ଶେଷକୃତ୍ୟ କଲା ଭଉଣୀ

ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରୁ ଆସିଛି ବିକଳ ଚିତ୍ର । More
  • Satyendu Shekher Mishra
  • 4 months ago

ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ

ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ । More
  • Satyendu Shekher Mishra
  • 4 months ago

କେହି କିଛି ଜାଣିପାରିଲେନି କେମିତି ? ଜଣେ ବୃଦ୍ଧ ଚଢ଼ିଗଲେ ଶ୍ରୀମନ୍ଦିର ଉପରକୁ !

ଦଧି ନଉତି ଯାଏଁ ଜଣେ 65 ବର୍ଷୀୟ ଭକ୍ତ ଚଢ଼ିଯିବାକୁ ନେଇ ଉଠିଲା ପ୍ରଶ୍ନ । ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦାୟିତ୍ବପଣିଆ ଉପରେ ଭକ୍ତଙ୍କ ଅସନ୍ତୋଷ । More
  • Satyendu Shekher Mishra
  • 4 months ago

ଓଟିଭି ପ୍ରଭାବ ! ଅବସର ପରେ ଅଧିକାରୀଙ୍କୁ ମନଇଚ୍ଛା ପୁନଃନିଯୁକ୍ତିରେ ରୋକ୍

ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି । More
  • Satyendu Shekher Mishra
  • 4 months ago

ଖୋଲିବ ରତ୍ନଭଣ୍ଡାରର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର ରହସ୍ୟ !

ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ । More
  • Sangram Keshori Behera
  • 4 months ago

ଅକ୍ଟୋବର ୨୭ରେ OAS ପ୍ରିଲିମ୍ ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍  ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। More
  • Sujit kumar Swain
  • 4 months ago

ମହଙ୍ଗା ପଡ଼ିଲା ‘ସୁଭଦ୍ରା’ ଦରଖାସ୍ତ ପାଇଁ ଅର୍ଥ ଦାବି; ଗିରଫ ହେଲେ ୨ ଜନସେବା କେନ୍ଦ୍ର କର୍ମଚାରୀ...

ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।  More
  • Sonali Ojha
  • 4 months ago

Panchang Today 12th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୯ମୀ ରାତ୍ରି ୧୧.୩୩ ଗତେ ୧୦ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି । More
  • Satyendu Shekher Mishra
  • 4 months ago

ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ

ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ । More
  • Satyendu Shekher Mishra
  • 4 months ago

ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ

ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି। More
  • Satyendu Shekher Mishra
  • 4 months ago

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି

ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା । More
  • Satyendu Shekher Mishra
  • 4 months ago

CRP ମହିଳା ଓ ଜୀବୀକା ମିଶନ ଇସି ସଂଘ ଗର୍ଜନରେ କମ୍ପିଲା ଲୋୟର PMG

ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ । More
  • Satyendu Shekher Mishra
  • 4 months ago

ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି !

ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ । More