• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 06 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 5 months ago

ୱାୟନାଡ୍ ବିପର୍ଯ୍ୟୟ ଗର୍ଭରୁ ସରୁନି ମଣିଷ ଖୋଜା

ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି। More
  • Satyendu Shekher Mishra
  • 5 months ago

ପୋଲିସ ପିସ୍ତଲରୁ ଗୁଳି ଫୁଟି ଜଣେ କନଷ୍ଟେବଳଙ୍କ ସମେତ ୨ ମୃତ

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। More
  • Satyendu Shekher Mishra
  • 5 months ago

MLA ପ୍ରାର୍ଥୀଙ୍କୁ ୩୦, MP ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଦେଇଥିଲା BJD; ଟଙ୍କାଟିଏ ଦେଇନି କଂଗ୍ରେସ

ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ । More
  • Satyendu Shekher Mishra
  • 5 months ago

୧୧ରୁ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ବୁଥରେ ‘ମନ୍ କି ବାତ୍’ ଶୁଣିବା କାର୍ଯ୍ୟକ୍ରମକୁ ସଫଳ ପାଇଁ ବି ଆଲୋଚନା ହୋଇଛି। ଆଜିର ପଦାଧିକାରୀ ବୈଠକରେ ୨ ନିର୍ବାଚନ ପ୍ରଭାରୀ ଯୋଗଥିଲେ। More
  • Satyendu Shekher Mishra
  • 5 months ago

‘ମୋତେ ରାଜ୍ୟସଭାରୁ କାଢ଼ିବାକୁ ବାରମ୍ବାର ଦେଉଥିଲେ ଧମକ’

ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। More
  • Pramod Behera
  • 5 months ago

Nutrients: ସ୍ତନରେ କ୍ଷୀର କମିଯାଉଛି କି… ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ବଢିବ କ୍ଷୀର

ସାଧାରଣ ଭାବେ ନବଜାତ ଶିଶୁର ସ୍ତନ୍ୟପାନ ଖୁବ ସହଜ ଲାଗୁଥିଲେ ମଧ୍ୟ ମାଆ ସହ ଆବଶ୍ୟକଠାରୁ କମ୍ ସଂସ୍ପର୍ଶରେ ରହିଲେ ଶିଶୁର ସ୍ତନରୁ କ୍ଷୀର ଖାଇବା ପ୍ରକ୍ରିୟାର ଆରମ୍ଭ ହେବା ସହଜ ହେବ ନାହିଁ। ଏଥିଯୋଗୁଁ ମାଆର ସ୍ତନରେ ବିଭିନ୍ନ ସମସ୍ୟା ଦେଖାଯାଏ। More
  • Sujit kumar Swain
  • 5 months ago

ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ଯେତେ ଖୋଲିଲେ ସେତେ ବାହାରୁଛି...

ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜବୁ। More
  • Sujit kumar Swain
  • 5 months ago

ଆହୁରି ୩ ଦିନ ବର୍ଷିବ; ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ... 

ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କାଲି ଅଧିକ ଛେଚିବ, ୧୯ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା ।  More
  • Sonali Ojha
  • 5 months ago

Panchang Today 6th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୨ୟା ରାତ୍ରି ୦୭.୫୨ ଗତେ ୩ ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୭.୫୨ ଗତେ ୧ ପାଦ କୃଷିହାନି-ଭୂମିଦାନ। More
  • Satyendu Shekher Mishra
  • 5 months ago

ଗାନ୍ଧୀମାର୍ଗରେ ଏଥର ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ବିଭାଗ ସହିତ ଏକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। More
  • Sangram Keshori Behera
  • 5 months ago

ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ । More
  • Sangram Keshori Behera
  • 5 months ago

ତାତିଲେ ହାଇସ୍କୁଲ ଛାତ୍ରଛାତ୍ରୀ, କାଦୁଅ ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର

ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର । More
  • Sangram Keshori Behera
  • 5 months ago

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଇଞ୍ଜିନିୟର, ସଂପତ୍ତି ଜାଣିଲେ ହୋସ୍ ଉଡିଯିବ

ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର । ଘର ଭିତରେ ସାଇତି ରଖାଯାଇଥିବା ସଂପତ୍ତି ଦେଖିଲେ ହୋସ୍ ଉଡିଯିବ । More
  • Satyendu Shekher Mishra
  • 5 months ago

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ଡିଜି ?

୩ ବରିଷ୍ଠ IPS ଅରୁଣ ରାୟ, ନରୱାଣେ ଓ ଖୁରାନିଆଙ୍କୁ ମଗାଗଲା ବାୟୋଡାଟା । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ବାୟୋଡାଟା ମାଗିବା ପରେ ବଢ଼ିଲା ଚର୍ଚ୍ଚା । More