• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 23 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 6 months ago

କିଏ ହେବେ ନୂଆ ପିସିସି ମଙ୍ଗୁଆଳ ? ରେସ୍‌ରେ ସପ୍ତଗିରି..

କିଛି ଦାୟିତ୍ୱ ନପାଇ ଅଭିମାନ କରିଛନ୍ତି ତାରା ବାହିନୀପତି । ନୂଆ ପିସିସି ସଭାପତିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ- ରାଜନୀତି ସମୀକ୍ଷକ । More
  • Satyendu Shekher Mishra
  • 6 months ago

ପରିବା ହାଟରେ ଟମାଟୋ ଟେନସନ୍ !

ଟମାଟୋ କେଜି କେଉଁଠି ୮୦ ତ କେଉଁଠି ସେଞ୍ଚୁରୀ ପାର୍ । କିଲେ ସ୍ଥାନରେ ଅଢ଼େଇ ଶହ କିଣି କାମ ଚଳାଉଛନ୍ତି ଖାଉଟି । More
  • Satyendu Shekher Mishra
  • 6 months ago

ଟନେଲ୍‌ ଖୋଳା ସରିଲା, ଖୁବ୍‌ଶୀଘ୍ର ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ

ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଅଛି । More
  • Sujit kumar Swain
  • 6 months ago

ଇରାକରେ ଫସିଛନ୍ତି ଓଡ଼ିଆ ଯୁବକ; ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କ ଉଦ୍ୟମ

ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବୈଜୟନ୍ତ। More
  • Satyendu Shekher Mishra
  • 6 months ago

ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଭବାନୀ । ଭବାନୀଙ୍କ ନାମ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । More
  • Satyendu Shekher Mishra
  • 6 months ago

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ସନ୍ଥନଗୋପାଳନ

ସନ୍ଥନଗୋପାଳନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସରୁ ବିଜ୍ଞପ୍ତି ହୋଇଛି। More
  • Sonali Ojha
  • 6 months ago

ବର୍ଷାରେ ଭିଜୁଛି ଓଡ଼ିଶା; ଏହି ୬ଜିଲ୍ଲାରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି..

ଆସନ୍ତା ୪ ଦିନରେ ବର୍ଷାରେ ଭିଜିବ ସାରା ଓଡ଼ିଶା। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। More
  • Sujit kumar Swain
  • 6 months ago

ସରକାରଙ୍କ ବଡ଼ ଘୋଷଣା; ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ

ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ସେହିପରି ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ । More
  • Sujit kumar Swain
  • 6 months ago

ବଜେଟ୍ ଅଧିବେଶନ; ୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ସାଢେ ତିନି ଲକ୍ଷ ନିଯୁକ୍ତି ସୁଯୋଗ

ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବି । ଶିକ୍ଷା ମାନବୃଦ୍ଧି ଉଦ୍ଦେଶ୍ୟରେ ପ୍ରଣୟନ ହେବ ରାଜ୍ୟ ଶିକ୍ଷାନୀତି । More
  • Sujit kumar Swain
  • 6 months ago

କଟୁରୀ ଧରି ଲୁଟପାଟ୍ ସହ ହଇଚଇ ଖେଳାଉଥିଲେ ଶଳା-ଭିଣୋଇ ଗ୍ୟାଙ୍ଗ...

କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।  More
  • Sujit kumar Swain
  • 6 months ago

ଗୁଣଗାନ ପରେ ବଢ଼ିଲା ଚର୍ଚ୍ଚା: ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ପାଣ୍ଡିଆନ୍ ପ୍ରୀତି ?

ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।  More
  • Sujit kumar Swain
  • 6 months ago

ଡବଲ୍ ମର୍ଡର; ଶାଶୁ ଓ ସ୍ତ୍ରୀକୁ ଶାବଳରେ ଭୂସି ହତ୍ୟା କଲା ଜ୍ବାଇଁ...

ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଶାବଳରେ ଭୂସି ହତ୍ୟା କଲା ଜ୍ବାଇଁ । More