ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମା’ ପାଇଁ ଔଷଧ ଆଣିବାକୁ ଯାଇଥିଲା ପୁଅ; ରାସ୍ତାରେ ମାଡ଼ିଗଲା ବସ୍‌

ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ । More

ସଭା ମଞ୍ଚରେ ଟକ୍‌ ଫାଇଟ୍; ୨୩ ବର୍ଷ ତଳେ ଶୁଭ ଦେଇଥିଲେ ନବୀନ, ଏଯାଏଁ କାମ ସରିନି...!

ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ । More

ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍ ? କେଉଁଠି ନିୟମିତ ଗଡୁନି, କେଉଁଠି ବସ୍ ଫାଙ୍କା

ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା । More

ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ ! ମେଡିକାଲ୍ ଶଯ୍ୟାରେ ଥିବା ବେଳେ କାହିଁକି ପ୍ରତ୍ୟାହାର ହେଲା ବହିଷ୍କାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ। More

OSSSC ରେ ପୂରଣ ହେବ ୨୮୦୦ ରୁ ଅଧିକ ପଦବୀ; ଯୁକ୍ତ ୨ କରିଥିଲେ କରନ୍ତୁ ଆବେଦନ

OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ। More

KJS ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । More

୮ ଜଣଙ୍କୁ ବାନ୍ଧିଲା ପୋଲିସ, ସମସ୍ତ ଡ଼କାୟତ ଝାଡ଼ଖଣ୍ଡର

ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ। More

ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ । More

ରାଜ୍ୟପାଳଙ୍କୁ ଭେଟିଲେ ବୈଦିକ ବ୍ରାହ୍ମଣ ପରିଷଦ

ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ । More

ନୂଆ ଟେକ୍ନୋଲୋଜି ! ଘନ କୁହୁଡ଼ିଥିଲେ ବି ସୁରକ୍ଷିତ ଲ୍ୟାଣ୍ଡ କରିପାରିବ ବିମାନ

ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ ଚାଲିଛି କ୍ୟାଟ-2 ଭିଜନ ସମ୍ପ୍ରସାରଣ । More

ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC । More

ମିଳିଲାନି ପେଟ୍ରୋଲ, ଘୋଡ଼ାରେ ବସି ଫୁଡ୍‌ ଡେଲିଭରି କଲେ ଜୋମାଟୋ ବୟ..ଭିଡିଓ ଭାଇରାଲ

ପେଟ୍ରୋଲ ମିଳିଲାନି ବୋଲି ଘୋଡ଼ା ଉପରେ ବସି ଫୁଡ୍‌ ଡେଲିଭରି କଲେ ଜଣେ ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । More

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା । More

ମୁହଁ ଖୋଲିଲେ ସୌମ୍ୟ; କହିଲେ, ମୋର କିଛି ନାହିଁ..ଯାହାଙ୍କୁ ଗଢ଼ିଥିଲି, ସେମାନେ ଚୋଟ ମାରିଲେ

ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । More

ବଢ଼ିଲା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ

ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ମଧ୍ୟ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର । More

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। More

ରାଜଧାନୀରେ ହାତୀ ଆତଙ୍କ; ଗ୍ରୀଲ୍‌ ଫ୍ୟାକ୍ଟ୍ରିରେ ପଶିଲା, ପାଚେରି ଭାଙ୍ଗିଲା

ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା । More

ବନ୍ଦ ହେବ ୪୦ ବର୍ଷର କଟକ 'ଡିଅର ପାର୍କ'

ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ । More

ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଆଉ ଜଣଙ୍କ ମୃତ୍ୟୁ

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। More

Panchang today 3rd Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ  ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୪୮ ପର୍ଯ୍ୟନ୍ତ More

ସଙ୍କୁଚିତ ହେବାରେ ଲାଗିଛି ଚିଲିକା, ଏକର ଏକର ମାଡ଼ି ଚାଲିଛି ନଳ ଘାସ

ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି। More

ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ, ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି

ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି। More

ରାଜସ୍ୱ ଚିନ୍ତା, କଠୋର ହେଲା BMC

ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ହୋଇନଥିବାରୁ କଡ଼ା ଆଭିମୁଖ୍ୟ । More

'ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ମତକୁ ନେଇ ଖବର ପରେ ମନ୍ତ୍ରାଳୟର ସ୍ପଷ୍ଟୀକରଣ ` More

ରାମ ନଗରୀରୁ ଶ୍ରୀକ୍ଷେତ୍ର ଆସିଲା ନିଉତା: ମୂର୍ତ୍ତି ଚୂଡାନ୍ତ ଚୟନକୁ ଖଣ୍ଡନ

ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର । More

ବର୍ଷ ଆରମ୍ଭରୁ ବଡ଼ ଦୁର୍ନୀତି : ଗଛ ନାଁରେ ସାଢେ ୬ କୋଟି ଚଳୁ

କାଗଜ କହୁଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଗଛ ଲାଗିଛି । ୮ଟି ସ୍ଥାନରେ ଗଛ ଲଗାଇବାକୁ ଖର୍ଚ୍ଚ ହୋଇଛି ସାଢ଼େ ୬ କୋଟି ଟଙ୍କା । More

ସରକାରୀ ଟଙ୍କାରେ ବିଜେଡି କରୁଛି କି ବ୍ରାଣ୍ଡ ନବୀନର ପ୍ରମୋସନ ?

BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ । More