ସଂକ୍ଷେପରେ ଆଜିର ତାଜା ଖବର - Thursday, 28 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାର୍କେଟ କମ୍ପ୍ଲେକ୍ସରେ ବସାଇବେ କହି ଉଠାଇଦେଲେ, ଏବେ ଭୁଲିଗଲେ..

ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା । More

ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ । More

‘ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ଉତ୍ତର ଦେବାକୁ ବିଧାନସଭା ଆସିବେ’

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ । More

କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ? ପତ୍ନୀ ମୃତ୍ୟ ପରେ ବିଶାଦରେ ଥିଲେ କି ସ୍ୱାମୀ

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି... More

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର । ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ପୁରସ୍କାର ପାଇବେ ଭୀମ ପୃଷ୍ଟି... More

ବାଚସ୍ପତି ଡାଲି ଭଲପାଆନ୍ତି, ଆମେ ଡାଲି ଉପହାର ଦେଲୁ; ମୁକେଶ ମହାଲିଙ୍ଗ

ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । More

୨ ବିଜେପି ବିଧାୟକ ସସ୍‌ପେଣ୍ତ ପଛରେ ଗୃହର ନିଷ୍ପତ୍ତି: ବାଚସ୍ପତି ପ୍ରମିଳା ମଲ୍ଲିକ

୨ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । More

‘ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କ’ଣ ସସ୍‌ପେଣ୍ଡ କରୁଛନ୍ତି’

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । କଡ଼ା ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । More

ବାଚସ୍ପତିଙ୍କ ପୋଡିୟମକୁ ଡ଼ାଲି ଫିଙ୍ଗିଲେ; ସସପେଣ୍ତ୍‌ ହେଲେ ୨ ବିଜେପି ବିଧାୟକ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । More

ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା; ପ୍ରାଣ ହରାଇଲେ ସ୍ୱାମୀ-ସ୍ତ୍ରୀ

୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । More

ମାଟି କାରିଗରଙ୍କ ପାଇଁ ଆନ୍ଦୋଳନରେ ରାଷ୍ଟ୍ରପତିଙ୍କ ବାଲ୍ୟଗୁରୁ

ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । More

ଦୁଃଖ ! ମାଆ ମଲା ପରେ, ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁଲା ବାପା

ଖବର ପାଇ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ । ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । More

ଲୋୟର PMGରେ ଗର୍ଜନ କରୁଛନ୍ତି ପାଚିକା-ଆଶା କର୍ମୀ

୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା । More

ମନୋମୁଖୀ କାର୍ଯ୍ୟ ଓ ପିସି କାରବାରକୁ ବିରୋଧ କରି ବିଡିଓଙ୍କୁ ଘେରିଲା କଂଗ୍ରେସ

ଅଂଶୁମାନ ମହାନ୍ତିଙ୍କ ସହ ବିଡିଓଙ୍କୁ ଘେରିଲେ ଶତାଧିକ କଂଗ୍ରେସ କର୍ମୀ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ ଧମକ । More

ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ, ଭାଇରାଲ ହେଉଛି ଭିଡିଓ

ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଧଳାକପଡାରେ ସମ୍ପୂର୍ଣ୍ଣ ଆବଦ୍ଧ କରିଥିଲା କିଏ  । More

Panchang Today 28th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ - ୧ ପାଦ କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୧.୪୮ ପର୍ଯ୍ୟନ୍ତ More

ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯିବେ ସ୍ୱାତୀ

ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି । More

ଓଡ଼ିଆ ମଞ୍ଚରେ ପଡ଼ିଥିଲା ୱାହିଦାଙ୍କ କ୍ୟାରିୟରର ମୂଳଦୁଆ

ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ । More

ନୂଆ-ପୁରୁଣା ଆପାଟର୍ମେଣ୍ଟ ପାଇଁ ଲାଗୁ ହେବ ନୂଆ ଆଇନ : ଜାଣନ୍ତୁ କେମିତି ଗଠନ ହେବ ଆସୋସିଏସନ୍‌ ?

ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଛାଟ ପରେ ଚଳିତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଛି । More

କମନ ରୁମ୍‌ରେ ଖଟି ମନା; ସାର୍ ରହିବେ ପୁରା ୭ ଘଣ୍ଟା

ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ । More

୨୪ ପାଇଁ ବିଜେପିର ବଡ଼ ରଣନୀତି; ସାଂସଦ ହେବେ ବିଧାୟକ ପ୍ରାର୍ଥୀ !

ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି । More