ସଂକ୍ଷେପରେ ଆଜିର ତାଜା ଖବର - Wednesday, 02 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସନ୍ତାକାଲି ସ୍କୁଲ ବନ୍ଦ; ରାଜ୍ୟରେ ଏହି ସମସ୍ତ ଜିଲ୍ଲା ପାଇଁ ଛୁଟି ଘୋଷଣା

ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ । More

ମନ୍ଦିରରେ ପଶିଲା ପାଣି; ମା’ ଭଟ୍ଟାରିକାଙ୍କ ବିଗ୍ରହ ସ୍ଥାନାନ୍ତର

ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଛି । More

୨୪ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ! ଦୁର୍ଘଟଣାରେ ମଲେ ମିଳିବ ୪ ଲକ୍ଷ

ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ । More

ମୋଦି ସରକାରକୁ କାହିଁକି ସମର୍ଥନ କଲା BJD ? ଏବେ ହରଡ଼ ଘଣାରେ..!

ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ  । More

ରୁମ୍‌ ବୁକ୍ କରୁଥିଲେ ସାବଧାନ ! ପୁରୀ-ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ ନାଁରେ ରହିଛି ଫେକ୍‌ ୱେବ୍‌ସାଇଟ୍

ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା More

ବଢ଼ୁଛି ନଦୀର ଜଳସ୍ତର ! ସକାଳ ୧୦ଟା ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୬ଲକ୍ଷ କ୍ୟୁସେକ ବନ୍ୟାଜଳ

ସୁଦ୍ଧା ଆଖୁଆପଦା ରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ। More

ଅସଲି ନ ଦେଖିଲେ ନକଲି ଚନ୍ଦ୍ରଯାନ-୩ ଦେଖନ୍ତୁ..

ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ.. More

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ

ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । More

ଦାଦନ ଖଟିବାକୁ ଦୁବାଇ ଯାଇଥିବା ପୁଅ ଏବେ କୋମାରେ

ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫୋଟ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା.. More

ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା ମଧ୍ୟ ରହିଛି More

ଅଚାନକ ମାଡ଼ି ଆସିଲା ପାଣି; ଗାଧୋଇବା ବେଳେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା । More

Panchang Today 2nd August 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୈାର କର୍କଟ ମାସ ଶ୍ରାବଣ (ମଳ)  କୃଷ୍ଣପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି -  ପ୍ରତିପଦ ରାତ୍ରି ୦୮.୦୬ ଗତେ ୨ୟା, ଘାତ ଚନ୍ଦ୍ର – ସିଂହ ରାତ୍ରି ୧୧.୨୬ ଗତେ ମିଥୁନ ଓ ମୀନ, ଘାତ ବାର – କର୍କଟ, ପୁଷ୍କର ଦୋଷ – ରାତ୍ରି ୦୮.୦୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ  More

ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି, ମା'ଙ୍କ ନୀତିକାନ୍ତି ବନ୍ଦ

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି । More

ଲଗାଣ ବର୍ଷା ପାଇଁ ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା More

ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି

ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର । More

ସାବଧାନ !! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । More

ଜବ୍ ସ୍କାମକୁ ନେଇ ଅଡୁଆରେ ସରକାର, ହରଡ଼ଘଣାରେ OSSC

ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ । ତେଜିଲା ସିବିଆଇ ତଦନ୍ତ ଦାବି । ବର୍ଷାରେ ଭିଜି ପରୀକ୍ଷାର୍ଥୀଙ୍କ ପ୍ରତିବାଦ । ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ । More

ରତ୍ନଭଣ୍ଡାରରେ ମାତ୍ର ୧୪୯ କେଜି ସୁନା ! କୁଆଡ଼େ ଗଲା ହୀରା-ନୀଳା-ମୋତି-ମାଣିକ୍ୟ..?

ଠାକୁରଙ୍କ ସବୁ ଅଳଙ୍କାର ସୁରକ୍ଷିତ ଥିବା ନେଇ ସତ୍ୟପାଠ । ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଅସନ୍ତୋଷ । More

NDA ଆଡ଼କୁ ଢ଼ଳୁଛନ୍ତି କି ନବୀନ ? ଅନାସ୍ଥାକୁ ବିରୋଧ, ଦିଲ୍ଲୀ ବିଲ୍‌କୁ କରିବେ ସମର୍ଥନ

ଦିଲ୍ଲୀ ବିଲ୍ ରେ ମୋଦି ସରକାରଙ୍କୁ ବିଜେଡିର ସମର୍ଥନ । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ । More

୨୬ ବର୍ଷର ରେକର୍ଡ ଭଙ୍ଗିଲା ବର୍ଷା, ରାଜଧାନୀର ୨୦ ସ୍ଥାନରେ କୃତ୍ରିମ ବନ୍ୟା

ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ବାଦଲଫଟା ବର୍ଷାକୁ ଦୋଷ ଦେଲେ ମେୟର । More

ନର୍ଦ୍ଦମା ପାଣିରେ ଭାସୁଛି ଟ୍ୱିନ୍ ସିଟି, କଟକକୁ ବଳି ଗଲାଣି ରାଜଧାନୀର ବର୍ଷା ଦୁର୍ଦ୍ଦଶା

ଡ୍ରେନ୍ ଉପରେ ପାଣିର ସୁଅ, ଘରେ ଭାସୁଛି ଆସବାବ । ପ୍ରବଳ ବର୍ଷାକୁ ଦୋଷ ଦେଇ ହାତ ଟେକି ଦେଲେ କର୍ତ୍ତୃପକ୍ଷ । More