/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689651471.jpg)
Today Panchang
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି - ପ୍ରତିପଦ ରାତ୍ରି ୦୮.୦୬ ଗତେ ୨ୟା, ଘାତ ଚନ୍ଦ୍ର – ସିଂହ ରାତ୍ରି ୧୧.୨୬ ଗତେ ମିଥୁନ ଓ ମୀନ, ଘାତ ବାର – କର୍କଟ, ପୁଷ୍କର ଦୋଷ – ରାତ୍ରି ୦୮.୦୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
Advertisment
ଶୁଭ ସମୟ:
ପ୍ରାତଃ ୦୫.୨୬ ରୁ ୦୭.୦୯
ଦିବା ୧୦.୧୬ ରୁ ୧୧.୨୭
ଦିବା ୦୨.୦୧ ରୁ୦୫.୨୭
ସନ୍ଧ୍ୟା ୦୭.୦୩ ରୁ ୧୦.୪୬
ରାତ୍ରି ୦୧.୪୪ ରୁ ୦୨.୩୯
ରାତ୍ରି ୦୪.୦୩ ରୁ ୦୫.୨୬
ଅଶୁଭ ସମୟ:
ଋାହୁକାଳ – ଦିବା ୧୧.୫୨ ରୁ ୦୧.୨୯
କାଳବେଳା – ଦିବା ୦୮.୩୯ ରୁ ୧୦.୧୬
ବାରବେଳା – ଦିବା ୧୧.୫୨ ରୁ ୦୧.୨୯
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୦୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)