ସଂକ୍ଷେପରେ ଆଜିର ତାଜା ଖବର - Saturday, 01 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଣହଲମାର୍କ ବିକ୍ରିରେ ଲାଗିଲା ରୋକ୍; ଆଜିଠୁ କେବଳ ହଲମାର୍କ ସୁନା ବିକ୍ରି

ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ । More

ଆଜି ଉତ୍କଳ ଦିବସ, ହେଲେ ସବୁଠି ମାତୃଭାଷା ଅବହେଳିତ

କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି। More

କୋଟିଆରେ ଉତ୍କଳ ଦିବସ ରାଜନୀତି; ଶକ୍ତି ପ୍ରଦର୍ଶନ କଲା ବିଜେପି ଓ ବିଜେଡି

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର । More

ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। More

ପୁଣି ଅଟକିବ କି ଆପାର୍ଟମେଣ୍ଟ ପଞ୍ଜୀକରଣ ?

ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । More

ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍‌ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ । More

ପତିତପାବନ ବାନା ଦର ବୃଦ୍ଧି କଲା ଶ୍ରୀମନ୍ଦିର ପ୍ରଶାସନ

ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । More

ଆଇପିଏଲ୍ ମୁକୁଟ ବଜାୟ ରଖିପାରିବ କି ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍? More

କଟକର ଜେ.ଏମ୍ କେୟାର ନର୍ସିଂହୋମ ସିଲ୍

ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ । More

ଆସନ୍ତାକାଲି ଠାରୁ କମିବ ବର୍ଷା, ବଢ଼ିବ ତାତି

ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ । More

ଆଜି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ

ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ । More

ବନ କର୍ମଚାରୀଙ୍କ ସଙ୍ଗୀନ ଅଭିଯୋଗ; ‘ଆମ ଉପରକୁ ପୋଲିସ ଗୁଳିମାଡ଼ କରିଛି’

ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । More

ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ

ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି । More

ଉତ୍କଳ ଦିବସରେ ଚାଷୀଙ୍କୁ ମିଳିଲା ‘କାଳିଆ’ ସହାୟତା

ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲେ କିଛି ବାହାରିବନି କହିଲେ ଜୟ

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ । More

ସ୍କୁଲ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ, ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କଲେ !

ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ । More

ନକଲି ସାର୍ଟିଫିକେଟ୍ ବିକ୍ରି ମାମଲାରେ ବିଜେଡି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୁଣି ବର୍ଷିଲେ ନରସିଂହ

ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । More

ଟ୍ୱିନ୍‌ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ୍‌

ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି । More

ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। More

ଏମିତି ହେଉଛି ସରକାରୀ କାମ ! ନିର୍ମାଣର ୭ ଦିନ ପରେ ଭୁଶୁଡ଼ିଗଲା ଦର୍ଶକ ଗ୍ୟାଳେରୀ

ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି । More

ଆମେ ଓଡ଼ିଆ ଭାରି ବଢ଼ିଆ: ଆମ ଭାଷାର ରହିଛି ସ୍ୱତନ୍ତ୍ର ଲିପି-ବର୍ଣ୍ଣ-ବ୍ୟାକରଣ

ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । More

ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ, କୋଟିଆରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି । More

ଖୁସି ଖବର ! କମିଲା LPG ଦର

ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା । More

ନକଲି ସାର୍ଟିଫିକେଟ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । More

ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ। More

କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ More

ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା, କେନାଲ ଭିତରକୁ ବରଯାତ୍ରୀ ଗାଡ଼ି ଖସି ୭ମୃତ

ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି । More

ଦୀପାଳି ହେଲେ ପ୍ରାର୍ଥୀ, ମହିଳା ସହ ଅନୁକମ୍ପା କାର୍ଡ ଖେଳିଲା ବିଜେଡି !

କଂଗ୍ରେସର ପ୍ରାର୍ଥୀ ଖୋଜା ଜାରି । ନବ ହତ୍ୟା ଷଡ଼ଯନ୍ତ୍ର ଇମ୍ପାକ୍ଟକୁ ନେଇ ଚର୍ଚ୍ଚା । More

ଗୃହରେ ମୁହାଁମୁହିଁ ନରସିଂହ-ଅରୁଣ, 5T ସ୍କୁଲକୁ ବଣିକ CMDଙ୍କ କଂପ୍ୟୁଟର ଯୋଗାଣ ନେଇ ବିରୋଧୀଙ୍କ ପ୍ରଶ୍ନ  

ବିଧାନସଭାରେ ବଣିକ କୋଚିଂ ଓ ଫେକ୍ ସାର୍ଟିଫିକେଟ ତାତି । ବିଜେଡି ଲିଙ୍କ ଅଭିଯୋଗ ଆଣି ବିରୋଧୀଙ୍କ ହଙ୍ଗାମା । More