/odishatv-khabar/media/post_attachments/uploadimage/library/16_9/16_9_0/LPG_1680330686.jpg)
LPG
୧୯ କେଜି କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର କମିଲା । ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା କମିଥିବା ସୂଚନା । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ଏବେ ୨୦୨୮ ଟଙ୍କା ରହିଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।
Advertisment
ଗତ ମାର୍ଚ୍ଚ ୧ ତାରିଖରେ, ୧୪.୨ କିଲୋ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବଢ଼ିଥିଲା । ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି ପାଇ ୧,୧୦୩ ଟଙ୍କା ହୋଇଥିଲା ।
କମର୍ସିଆଲ ଏଲ୍ପିଜି ଦର..
- ଦିଲ୍ଲରେ:- ୨୦୨୮ ଟଙ୍କା
- କୋଲକତାରେ:- ୨୧୩୨
- ମୁମ୍ବାଇରେ:- ୧୯୮୦ ଟଙ୍କା
- ଚେନ୍ନାଇରେ:- ୨୧୯୨.୫୦ ଟଙ୍କା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)