ସଂକ୍ଷେପରେ ଆଜିର ତାଜା ଖବର - Sunday, 18 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସି ଯୁବକ ନିଖୋଜ

ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। More

ଗାଡ଼ି ଚାଳକଙ୍କୁ ଡିଇଟାଲ RC, DL ଚିନ୍ତା

ଲୋକଙ୍କ ପାଇଁ କେତେଶୀଘ୍ର ଆର୍‌ସି ଓ ଡିଏଲ୍‌ର ସ୍ମାର୍ଟକାର୍ଡ ବିକଳ୍ପ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର, ତାହା ଦେଖିବାକୁ ବାକି ରହିଲା । More

କିଏ ବୁଝିବ ଦୁଃଖ ? ଆଖିକୁ ଦେଖାଯାଉନି, ମୁଣ୍ଡ ଉପରେ ତିନି ପ୍ରାଣୀଙ୍କ ବୋଝ ! ଜାଣନ୍ତୁ ପୁରା କାହାଣୀ

ନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ । More

ହକି ବିଶ୍ୱକପ୍: କାଲିଠୁ ଅଫ୍‌ଲାଇନ୍‌ରେ ଟିକଟ ବିକ୍ରି

କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ । More

୨୪ ପୂର୍ବରୁ କଂଗ୍ରେସର ଗଡ ବଞ୍ଚାଇବା ଚିନ୍ତା : ଆରମ୍ଭ ହେବ ହାତକୁ ହାତ ଯୋଡ଼ ଅଭିଯାନ

ଦଳୀୟ ଭୋଟ୍ ବଜାୟ ରଖିବାକୁ ଉଦ୍ୟମ More

ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! ୪ ଦିନ ହେଲାଣି ପତ୍ତାମିଳୁନି

ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି । More

ଆଇନକୁ ଆଖି ଠାର : ସରକାରୀ ବାଲିଘାଟ ଆଳରେ ବେଆଇନ୍ ବାଲି ଉଠାଣ

ପ୍ରଶାସନର ସଲାସୁତୁରାରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟୁଛନ୍ତି ମାଫିଆ । ହେଲେ ପ୍ରତିବାଦ କଲେ ଗାଁ ଲୋକଙ୍କୁ ମିଳୁଛି ଧମକ ଚମକ More

ଇଡି ଆଗରେ ସତ ଓଗାଳୁଛି ଅର୍ଚ୍ଚନା ! ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ-ଅର୍ଚ୍ଚନାକୁ ମୁହାଁମୁହିଁ ଜେରା 

ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ । More

ଏ କି ପ୍ରେମ ! ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର । More

ଲାଲ୍ ବାହିନୀର ଆତଙ୍କ, ପୋଲିସ ଇନ୍‌ଫର୍ମର ସଂଦେହରେ ହତ୍ୟା

କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ  । More

ହକି ବିଶ୍ୱକପ୍‌ ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା

ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। More

ଗାଁ ଲୋକଙ୍କ ଅଭିଯୋଗ- ଆମ ବ୍ରିଜ୍‌ ନିର୍ମାଣ ଦାବି ପୂରଣ କରିପାରୁ ନାହାନ୍ତି ୨୨ ବର୍ଷର ନବୀନ ସରକାର

ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି। More

ବିଚ୍ ବଜାରରେ ହତ୍ୟା, ଉଠାଇ ନେଇ ହାଣି ପକାଇଲେ...

ପାୱାରକଟ୍‌ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା। More

ଘର ଭିତରୁ ମିଳିଲା ASIଙ୍କ ଝୁଲନ୍ତା ମୃତଦେହ

କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। More

ବ୍ୟାପୁଛି ଲମ୍ପି ଭାଇରସ୍, ଚିନ୍ତାରେ ଗୋପାଳକ

ଭଦ୍ରକ ଜିଲ୍ଲାରେ ଗାଈଗୋରୁଙ୍କୁ ବ୍ୟାପୁଛି ଲମ୍ପି ଭାଇରସ୍। ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ଗୋପାଳକ। More

ଭୁବନେଶ୍ୱରରେ ନର୍ସଙ୍କ ଆତ୍ମହତ୍ୟା ! ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱରରେ ଜଣେ ନର୍ସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଉସିଂ ବୋର୍ଡ କଲୋନୀର ଏକ ଘରୁ ଜଣେ ଘରୋଇ ନର୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି। More

ବେକରେ ଗଳିଗଲା ଜାଭେଲିନ୍ ! ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା?

ସ୍କୁଲ ପରିସରରେ ଏଭଳି ଘଟଣା, ଚିନ୍ତାଜନକ ନୁହେଁ କି? More

ବନ୍ଧା ପଡ଼ିଛି ସାଟିଫିକେଟ୍ ! ଦୁଇ ବର୍ଷ ହେଲା ଉଚ୍ଚଶିକ୍ଷାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। More

କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। More

ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପିର ନନଷ୍ଟପ୍ ଲଢ଼େଇ : ୨୪ ଭୋଟ୍ ପୂର୍ବରୁ ଷ୍ଟ୍ରାଟେଜି ପ୍ରସ୍ତୁତ

ଆଉ ଫୁରସତ୍ ଦେବନି ରାଜ୍ୟ ବିଜେପି, ଏଥର ଘନ ଘନ ହାମଲା More

କଳାକାରଙ୍କୁ ଏ କି ପ୍ରକାର ସମ୍ମାନ ? ଭତ୍ତା ପାଇଁ ପରିଣତ ବୟସରେ ଦେବାକୁ ପଡ଼ୁଛି ପ୍ରମାଣ

କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । More