ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସୁଛନ୍ତି ମହାମହିମ; ଅଧାରୁ ସ୍କୁଲ ଛୁଟି, ଚାରିଆଡ଼େ ପୋଲିସ ଛାଉଣି

କାଲି ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ।  ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପର୍‌ରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି । More

ଗାଁ ଲୋକଙ୍କୁ ଆଲୁଅ ଦେଲେ, ହେଲେ ନିଜେ ଅନ୍ଧାରକୁ ଚାଲିଗଲେ

ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର । More

କିଡନୀ ରୋଗୀଙ୍କୁ ଔଷଧ ନୁହେଁ, ବିଷ ଦେଉଛନ୍ତି ସରକାର!

ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍‌ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ? More

ଆଶ୍ଚର୍ଯ୍ୟ ! ନିଶା ଖାଇ ନିଘୋଡ଼ ନିଦରେ ଶୋଇଛନ୍ତି ୨୨ ଟିକିଆ ହାତୀ ପଲ.. ଦେଖନ୍ତୁ ଭିଡିଓ

କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ । More

ହୋତା ସାର୍‌ଙ୍କ ୬୦ ବର୍ଷର ଲାଇବ୍ରେରୀ; ଯେଉଁ ବହି ଖୋଜିବ, ସବୁ ମିଳିବ

ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍ More

ସ୍କୁଲ୍‌ ସାର୍‌ଙ୍କ ସହ କଥା ହେଲେ ଗଣିବ ୧୦ ହଜାର ତଣ୍ତ, ହେଲେ କାହିଁକି?

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌... More

ପଦ୍ମପୁରରେ ବିଜେଡିର ଧାମନଗର ଦଶା ! ପ୍ରାର୍ଥୀ ଚୟନ ନେଇ ପଡ଼ିଲାଣି ଚାପ..

ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ । More

ଛାଡ଼ଖାଇ ବୋଲି ପ୍ରବଳ ଗହଳି, ଉଚ୍ଚା ରେଟ୍‌କୁ ବି ଖାତିର ନାହିଁ..!

କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା । More

ଅନାଥ ହେବା ପରେ ମାଡ଼ି ବସିଲା ଦୁଖ, ଏବେ ଦୁଇ ଭଉଣୀଙ୍କୁ କୋଳେଇ ନେଲା ପ୍ରଶାସନ

ବାପା-ମାଆ ଚାଲିଯିବା ପରେ ବଡଭାଇ ସିନା ପଚାରିଲାନି ହେଲେ ସାନ ଭାଇ ଦୁଇ ଭଉଣୀଙ୍କୁ ମଣିଷ କରିବାକୁ ଯେଉଁ ସଂକଳ୍ପ କରିଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି । More

ବିଜେଡି ପାଇଁ ପଦ୍ମପୁର ଚିନ୍ତା ! ଖୋଲାଖୋଲି ଆଶାୟୀ କହିଲେଣି ଆମର ଟିକଟ ଆଶା

ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି । More

ପୋଲିସ ଛାଉଣୀ ହେବ ରାଜଧାନୀ, ସରିଲା ଫୁଲ୍‌ଡ୍ରେସ୍‌ ରିହର୍ସଲ; ଦେଖନ୍ତୁ ଭିଡିଓ..

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ । More

ପ୍ରଶାସନର ଅଣଦେଖା! ପାହାଡ଼ର ବୁକୁଚିରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି । More

ଧାମନଗରର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। More

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଶୋଇଲେ ରୋଗୀ ଓ ସମ୍ପର୍କୀୟ 

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି। More

ବେନାମୀ ଚିଠି ଖୋଲିଲା ହତ୍ୟାକାଣ୍ଡର ରହସ୍ୟ: ୧୦ ମାସ ପରେ ବିଲରୁ ମିଳିଲା ନରକଙ୍କାଳ

ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି। More

Today Panchang 9th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଦେଖି ନିଅନ୍ତୁ ଶୁଭ ମୁହୂର୍ତ୍ତ . .

ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର । ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ । ଘାତ ବାର – ମେଷ ଓ ବିଛା । ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୫/୧୭ ଗତେ ୨ପାଦ ପଶୁ ଓ ବଂଶହାନି । More

ଗ୍ରାହକଙ୍କଠୁ ୨ ଲକ୍ଷ ଟଙ୍କା ଠକି ନେଲା BMW କାର୍‌ ଶୋ’ ରୁମ୍‌

କଟକ ବିଏମଡବ୍ଲ୍ୟୁ(BMW) କାର୍‌ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍‌ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି। More

ଜଗାକୁ ଛାଡ଼ି ଯିବାକୁ ହବିଷ୍ୟାଳିଙ୍କ ହେଉନି ମନ, ଲୁହରେ ଭିଜିଯାଉଛି ଆଖି

କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା । More

ବାଲିଯାତ୍ରାରେ ଦୁଲୁକିଲାଣି ମଞ୍ଚ, କୁଆଖାଇ ପଠାରେ ମନମୋହୁଛି ମୀନାବଜାର

ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ । More

ବିଜେଡିକୁ ଘାରିଲାଣି ବିଦ୍ରୋହୀ ଭୟ ! ରାଜୁ ସାଜିଲେ ଟ୍ରେଣ୍ଡ ସେଟର, ଅସନ୍ତୁଷ୍ଟଙ୍କୁ ମିଳିଲା ବଳ

ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି । More

ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । More

ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ । More