/odishatv-khabar/media/post_attachments/uploadimage/library/16_9/16_9_0/panchanga__1667967679.jpg)
panchanga
ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର । ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ । ଘାତ ବାର – ମେଷ ଓ ବିଛା । ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୫/୧୭ ଗତେ ୨ପାଦ ପଶୁ ଓ ବଂଶହାନି ।
Advertisment
ଶୁଭ ସମୟ
ପ୍ରାତଃ ୦୫/୫୫ ରୁ ୦୮/୦୯
ଦିବା ୧୦/୨୩ ରୁ ୧୧/୩୦
ଦିବା ୦୧/୨୨ ରୁ ୦୩/୩୬
ସନ୍ଧ୍ୟା ୦୫/୫୬ ରୁ ୦୬/୪୮
ରାତ୍ରି ୦୮/୩୦ ରୁ ୦୨/୪୩
ରାତ୍ରି ୦୪/୧୯ ରୁ ୦୫/୫୫
ଅଧିକ ପଢ଼ନ୍ତୁ: ସାପ୍ତାହିକ ରାଶିଫଳ: ୭ ନଭେମ୍ବରରୁ ୧୩ ନଭେମ୍ବର, ଜମିଜମା କିଣିବାର ସୁଯୋଗ ରହିଛି
ଅଶୁଭ ସମୟ
ଋାହୁକାଳ - ଦିବା ୧୧/୩୦ ରୁ ୧୨/୫୪
କାଳବେଳା - ଦିବା ୦୮/୪୨ ରୁ ୧୦/୦୬
ବାରବେଳା – ଦିବା ୧୧/୩୦ ରୁ ୧୨/୫୪
କାଳରାତ୍ରି - ରାତ୍ରି ୦୨/୪୩ ରୁ ୦୪/୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)