ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜଗାକୁ ଛାଡ଼ି ଯିବାକୁ ହବିଷ୍ୟାଳିଙ୍କ ହେଉନି ମନ, ଲୁହରେ ଭିଜିଯାଉଛି ଆଖି

କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା । More

ବାଲିଯାତ୍ରାରେ ଦୁଲୁକିଲାଣି ମଞ୍ଚ, କୁଆଖାଇ ପଠାରେ ମନମୋହୁଛି ମୀନାବଜାର

ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ । More

ବିଜେଡିକୁ ଘାରିଲାଣି ବିଦ୍ରୋହୀ ଭୟ ! ରାଜୁ ସାଜିଲେ ଟ୍ରେଣ୍ଡ ସେଟର, ଅସନ୍ତୁଷ୍ଟଙ୍କୁ ମିଳିଲା ବଳ

ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି । More

ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । More

ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ । More

ମହାକାଶରେ ମହାଜାଗତିକ ଦୃଶ୍ୟ, ୨ଟା ୩୮ରେ ଲାଗିଲା ଗ୍ରହଣ; ଦେଖନ୍ତୁ ଭିଡିଓ...

ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ । ୬ଟା ୧୮ ମିନଟ୍‌ରେ ଗ୍ରହଣ ସର୍ବମୋକ୍ଷ  । More

ମିଶନ୍‌ ପଦ୍ମପୁର; ଧାମନଗର ଝଟକା ପରେ ବଦଳିଲା ବିଜେଡିର ଷ୍ଟାଟେଜି

ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ନିର୍ବାଚନ ଜିତିବା ପାଇଁ ଆରମ୍ଭ ହେଲାଣି କସରତ । More

ହିନ୍ଦୁ-ମୁସଲମାନ ସଂପ୍ରଦାୟର ସମନ୍ୱୟ ଗୁରୁ ନାନକ

ଗୁରୁ ନାନକ ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ସମନ୍ୱୟ ଆଣିଥିଲେ। ଉଭୟ ସଂପ୍ରଦାୟ ଉପରେ ନାନକଙ୍କ ଉପଦେଶର ପ୍ରଭାବ ପଡ଼ିଛି। ଗୁରୁ ନାନକଙ୍କ ଉପଦେଶର ସାର ଥିଲା- “ଈଶ୍ୱର ଏକ”। ଓଡିଶାରେ ରହିଛି ତାଙ୍କର ଏକ ମହାନ କିର୍ତ୍ତୀ। ଆସନ୍ତୁ ଜାଣିବା… More

ଜେଲ୍‌ରୁ ବାହାରିଲେ ଅନୁପ ସାଏ 

ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି । More

ପାକତ୍ୟାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ! ହେତୁବାଦୀଙ୍କୁ ଗୋବର ମାଡ଼

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । More

ଗୋଟିଏ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା। More

କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି। More

ମୀନାବଜାରର ଦୋଳିରୁ ପଡ଼ି ଯୁବକ ମୃତ

ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ । More

ଶ୍ରୀଜିଉଙ୍କୁ ସୁନାବେଶରେ ମିଳିବ ତ ଦର୍ଶନ ? ପ୍ରଶାସନ ବି ଦୂର କରିପାରିଲାନି ଦ୍ୱନ୍ଦ୍ୱ

ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । More

ଏବେ ପଦ୍ମପୁର ପାଳି, ଏଠି ବି ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରେ ବିଜେଡି...

ଧାମନଗର ଝଟ୍‌କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ । More

କିଏ କରିଥିଲା ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ପାଇଁ ଲବି, କାହାର ଥିଲା ସ୍ୱାର୍ଥ ? ଏବେ ତାକୁ ଖୋଜୁଛି ଦଳ...

ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା । More

ଏଥର କ୍ଲିନ୍‌ ଆଉ ଗ୍ରୀନ୍‌ ହେବ ଐତିହାସିକ ବାଲିଯାତ୍ରା

ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ । More

ଏଥର ଜମିବ ଧନୁଯାତ୍ରା ! ପୁରିଲା ୭୫ ବର୍ଷ, ପାଳନ ହେବ ଡାଇମଣ୍ଡ ଜୁବ୍‌ଲି

୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି । More