ସଂକ୍ଷେପରେ ଆଜିର ତାଜା ଖବର - Tuesday, 20 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଆଙ୍କୁ ସମର୍ପଣ ଭାବରେ ଦିଆଯାଉଛି ପ୍ରତୀକାତ୍ମକ ନରବଳି

ଷୋଡ଼ଶ ପର୍ବର ପ୍ରଥମ ଦିନରେ ଘର ତ୍ୟାଗ କରି ମାଆଙ୍କ ପାଖରେ ସମର୍ପିତ ହୋଇଥାନ୍ତି ବଳି ଜେନା।  More

ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା; ସୁଡ଼ଙ୍ଗ ଭିତରେ ଥିଲା ଦେଶୀ ମଦ ଭାଟି

ରାଜଧାନୀରେ ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା। ସାଲିଆସାହି ଇଡ୍କୋ ବସ୍ତିରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ଭାଟି। ଚଢ଼ାଉ କରି ଖୁଲାସା କଲା କମିଶନରେଟ ପୋଲିସ। ହଜାର ହଜାର ଲିଟର ମଦ ସହ ପୋଚ ଜବତ ହୋଇଛି। More

ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର

ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ? More

ଜୟନାରାୟଣ ମିଶ୍ରଙ୍କ ଫସଲ ଅମଳ ଥିଓରୀକୁ ନେଇ ରାଜନୀତି ସରଗରମ

୨୪ ନିର୍ବାଚନ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ ବୋଲି କହିଲେ ଜୟନାରାୟଣ। ଜୟନାରାୟଣଙ୍କ ଫସଲ ଅମଳ ଥିଓରୀକୁ କଂଗ୍ରେସର କଟାକ୍ଷ। ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି କହିଲା ବିଜେଡି। More

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ନଲଗାଇଲେ ଅକ୍ଟୋବରରୁ ଫାଇନ୍‌ ଗଣିବେ ୧୦ ହଜାର !

ଡେଡଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ More

ଘାରିଛି ଭୟ ! ରାତି ସାରା ଗଛ ଉପରେ ମସାରି ବାନ୍ଧି ମଞ୍ଜା କରି ବସୁଛନ୍ତି, କାଳେ ହାତୀ ଖାଇଦେବ..

ଗଛ ଉପରେ ବିରାଟ ମଂଚ ତିଆରି ହୋଇଥାଏ । ଆଉ ସେହି ମଂଚାରେ ମଶାରୀ ଭିତରେ ମଣିଷ ଶୋଇଥାଏ । କିଏ କିଏ ଟର୍ଚ୍ଚ ଓ ଠେଙ୍ଗା ଧରି ହେଇ ଗଲା ଗଲା ପାଟି ବି କରୁଥାନ୍ତି । More

କି ଅବସ୍ଥା ! ସ୍କୁଲ ସରକାରୀ କିନ୍ତୁ ଶିକ୍ଷକ ଭଡ଼ାରେ, ଗୋଟିଏ କୋଠରୀରେ ୩ ଶ୍ରେଣୀ

ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା । More

ବିଲମ୍ବ ନକରି କ୍ଲାସ୍‌ ଆରମ୍ଭ କର: ମନ୍ତ୍ରୀ

ଏବେ ବି କିଛି କଲେଜ୍‌ରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି। More

‘ମୋ ଉତ୍ତର ନ ମିଳିଲେ ମୁଁ କଂଗ୍ରେସ ଭବନ ଯିବିନି’

ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାରା-ମୋକିମ । More

ସ୍କୁଲ୍‌ରେ ମିଳୁଛି ମଧ୍ୟାନ୍ନ ଭୋଜନ; ହେଲେ ପିଲା ଘରୁ ଟିଫିନ୍‌ ନେଇ ଆସୁଛନ୍ତି

ଛି ଛି...ଇଏ ଚାଉଳ ସାରା ପୋକ ସାଲୁବାଲୁ। ଯୋଉ ବସ୍ତା ଦେଖିବ ସେଇ ବସ୍ତାରୁ ମେଂଚା ମେଂଚା ପୋକ ବାହରିବ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିଲା ଏମିତି ଖାଦ୍ୟ। କ୍ୟାମେରା ସାମ୍ନାରେ ଧରାପଡିବା ପରେ ଦେଖନ୍ତୁ ସ୍ଥିତି ହେଲା କଣ? More

ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ହଟହଟା : ଗାଡିକୁ ଛାଡିଲେ ନାହିଁ ଗାଁ ଲୋକେ

ଶୁଣାଣି ବେଳେ କତୁରୁ ନଦୀରୁ ବାଲି ଉଠାଣ ବନ୍ଦ ଦାବି କରିଥିଲେ ଗ୍ରାମବାସୀ More

ନେତା ହେବା ପରେ ବି ବଦଳି ନାହାନ୍ତି ? ବୁଲି ବୁଲି ମାଗଣାରେ ଲୋକଙ୍କ ସେବା କରୁଛନ୍ତି ରଙ୍ଗାଧର

ଏମିତି ନେତା ଥିଲେ ଲୋକଙ୍କ ଚିନ୍ତା କଣ? ରାତି ପାହିଲା ମାତ୍ରେ କାନ୍ଧରେ କଳା ବ୍ୟାଗ ଧରି ବାହାରି ପଡନ୍ତି ଲୋକଙ୍କ ଦୁଃଖ ଶୁଣିବାକୁ। ରୋଗୀଙ୍କ ଡ୍ରେସିଂ କରନ୍ତି ପୁଣି ସ୍ୱାସ୍ଥ୍ୟକର୍ମୀ ଥିବାରୁ ଇଂଜେକସନ୍‌ ବି ଦିଅନ୍ତି। କାହାଠୁ ରଖନ୍ତିନି ଟଙ୍କା...ପରିଣତ ବୟସରେ ବି ଲୋକଙ୍କ ସେବାରେ ଅଛନ୍ତି ରଙ୍ଗାଧର More

Today Gold Price - 20th Sept : ଜାଣନ୍ତୁ, ଆଜି କେତେ ଅଛି ସୁନାର ଦାମ୍ ?

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । More

ସାଲିଆସାହିରେ ବଡ଼ ଧରଣର ଚଢ଼ାଉ : ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍ More

କୋଟିଆରେ ଆଦାନୀ ଗ୍ରୁପ୍‌ ! ପ୍ରକଳ୍ପ ତିଆରି ନେଇ ପୁଣି ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର

ଓଡ଼ିଶା ଟିମ୍ ଓ ସାଲୁର ପୋଲିସ ସିଆଇଙ୍କ ମଧ୍ୟରେ କଥା କଟାକଟି More

କୁଡୁମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ

ଅଧାରେ ଅଟକିଲା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ More

ପୂଜା ମଣ୍ଡପରେ ଲାଗିବ ସିସିଟିଭି : ଟ୍ୱିନ୍ ସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ପ୍ରସ୍ତୁତି

ପାର୍ବଣ ପୂର୍ବରୁ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ଲୁପ୍ରିଣ୍ଟ More

ଜହ୍ଲାଦ ପୁଅ; ବାପାମାଆଙ୍କୁ ନିଆଁ ଲଗାଇଦେଲା

ସଇତାନ ପୁଅର ଉନ୍ମତ୍ତ କାଣ୍ଡ । ପେଟ୍ରୋଲ ଢାଳି ଘରେ ଲଗାଇଦେଲା ନିଆଁ । More

ଲଘୁଚାପ ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିିଛି । More

ପଞ୍ଚଭୂତରେ ବିଲୀନ ହେଲେ ବିଧାୟକ ବିଷ୍ଣୁ ସେଠୀ

ଗତକାଲି ବିଳମ୍ବିତ ରାତିରେ ନିଜର ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ବିଧାୟକ ବିଷ୍ଣୁ ସେଠୀଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । More

କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ? ବାପା-ମାଆ କାହା ଭରସାରେ କଲେଜ ଛାଡ଼ିବେ ଝିଅକୁ

ସଚେତନ ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ । More

ଗଞ୍ଜାମରେ ବିଜେଡିର ମାଷ୍ଟରପ୍ଲାନ୍‌କୁ ଫ୍ଲପ୍‌ କରିଦେବେ କି ପ୍ରଦୀପ?

ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ବେଶ୍ ସରଗରମ ଗଂଜାମ ରାଜନୀତି । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁରରେ ପତିଆରା ପ୍ରଦର୍ଶନରେ ମାତିଛନ୍ତି ଏହି ପୂର୍ବତନ ମନ୍ତ୍ରୀ । More

ବିଷ୍ଣୁଙ୍କ ନିଆରା ଅନ୍ଦାଜ; ଗୀତରେ ଗୀତରେ ସରକାରଙ୍କୁ କରୁଥିଲେ ଘାଇଲା

ଓଡ଼ିଶା ରାଜନୀତି ମୈଦାନରେ ଲମ୍ବା ଇନିଂସ ଖେଳିନଥିଲେ ବି ଖୁବ୍ କମ୍ ଦିନରେ ସେ ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ନେତା । କାରଣ ଖାଲି ରାଜନୀତି ପାଠ ଛଡ଼ା ସାହିତ୍ୟ ଓ ଶବ୍ଦ ଉପରେ ତାଙ୍କର ଥିଲା ଅସମ୍ଭବ ଦକ୍ଷତା । More

ଶୋକରେ ବୁଡ଼ିଲା ଜନ୍ମମାଟି; ମୁରବୀଶୂନ୍ୟ ହୋଇ ଭୋ ଭୋ କାନ୍ଦୁଛନ୍ତି ଲୋକେ

ଆଉ ନାହାନ୍ତି ବିରୋଧୀଦଳ ନେତା ବିଷ୍ଣୁ ସେଠୀ । ସକାଳ ୮ଟା ବେଳକୁ ଏ ଖବର ଯେମିତି ବିଜୁଳି ବେଗରେ ଖେଳି ଯାଇଥିଲା । ରାଜନେତା, ସାହିତ୍ୟିକ, ବିଜେପି କର୍ମୀ ଓ ଶୁଭେଚ୍ଛୁ ସମସ୍ତେ ହତବାକ୍ ହୋଇ ଯାଇଥିଲେ ଏବଂ ଶେଷ ଦର୍ଶନ ପାଇଁ ଏମସ୍‌ ମୁହାଁ ହୋଇଥିଲେ । More

ମୋତେ ଛାଡ଼ିଦିଅ... ମୁଁ ଯିବିନି: ପ୍ରେମିକ ଘରୁ ପ୍ରେମିକାକୁ ବଳପୂର୍ବକ ଉଠାଇନେଲେ !

ପ୍ରେମିକର ଜାତି ଅଲଗା ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ।  More